ETV Bharat / state

2015 Newlywed Woman Murder Case: ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଆଜୀବନ କାରାଦଣ୍ଡ - ଚୌଦ୍ବାର ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

2015 ନବବଧୂ ହତ୍ୟା ମାମଲାରେ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଆଜୀବନ କାରାଦଣ୍ଡାଦେଶ । ଅଧିକ ପଢନ୍ତୁ

2015 ନବବଧୂ ହତ୍ୟା ମାମଲା: ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଆଜୀବନ କାରାଦଣ୍ଡାଦେଶ

author img

By

Published : Dec 17, 2021, 5:57 PM IST

Updated : Dec 17, 2021, 7:08 PM IST

କଟକ: ନବବଧୂ ହତ୍ୟା ମାମଲାରେ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ କଟକ ADJ କୋର୍ଟ । ୨୦୧୫ ମସିହାରେ କନ୍ଦରପୁର ଥାନା ଅଞ୍ଚଳରେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

3 ଦୋଷୀ ସାବ୍ୟସ୍ତଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ । ଏହା ସହ ସମସ୍ତଙ୍କୁ ୫ ହଜାର ଲେଖାଏଁ ଜୋରିମାନା ନିର୍ଦ୍ଦେଶ। ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଦିଆଯିବ । ୨୦୧୫ ମାର୍ଚ୍ଚ ମାସରେ କଟକ କନ୍ଦରପୁର ଥାନା ମହୁରାରେ ଘଟିଥିଲା ଏହି ବଧୂହତ୍ୟା । ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ଅତିରିକ୍ତ ପିପି ବିଜୟ ମହାନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 17, 2021, 7:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.