ETV Bharat / state

କ୍ରାଇମ ରୋକିବା ପାଇଁ କ୍ରାଇମ ୟୁନିଟ ଇନଚାର୍ଜ - cuttack police

କ୍ରାଇମ ରୋକିବାକୁ କଟକ ପୋଲିସର ନୂଆ ଅଭିଯାନ । ଅଧିକ ପଢନ୍ତୁ....

କ୍ରାଇମ ରୋକିବା ପାଇଁ କ୍ରାଇମ ୟୁନିଟ ଇନଚାର୍ଜ
କ୍ରାଇମ ରୋକିବା ପାଇଁ କ୍ରାଇମ ୟୁନିଟ ଇନଚାର୍ଜ
author img

By

Published : Mar 23, 2021, 7:02 PM IST

କଟକ: କ୍ରାଇମ ରୋକିବାକୁ କଟକ ପୋଲିସର ନୂଆ ଅଭିଯାନ । କଟକ ଡିସିପିଙ୍କ ନେତୃତ୍ୱରେ ଗଠନ ହୋଇଛି ନୂତନ କ୍ରାଇମ ୟୁନିଟ ଇନଚାର୍ଜ। ଏହି ଟିମରେ 4 ରୁ 5 ଜଣ ଅଧିକାରୀ ରହିଛନ୍ତି । ପ୍ରତି ଥାନାରେ ଏହି ୟୁନିଟ କାମ କରିବ । ଯାହର ମୂଳ ଲକ୍ଷ୍ୟ କଟକରୁ ଅପରାଧକୁ ସମ୍ପୂର୍ଣ୍ଣ ରୂପେ ପୁର୍ଣ୍ଣଛେଦ ପକାଇବା ।

କ୍ରାଇମ ରୋକିବା ପାଇଁ କ୍ରାଇମ ୟୁନିଟ ଇନଚାର୍ଜ

ତେଣୁ ଏହି ଅଭିଯାନ ବେଶ ସକ୍ରିୟ ରହିଛି । ଥାନା ଅଧୀନରେ ଥିବା ଅଞ୍ଚଳରେ ଏହି ଟିମ ସକ୍ରିୟ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.