ETV Bharat / state

ଚଳିବନି ବିଜେଡି-ବିଜେପିର ଆପୋସ ବୁଝାମଣା: ସିପିଆଇ

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସିପିଆଇ ଜାତୀୟ ସାଧାରଣ ସମ୍ପାଦକ ଡି ରାଜା । ତେବେ କେନ୍ଦ୍ର ସରକାରର ଅପରାଗତାକୁ ନେଇ ସାରାଦେଶରେ ଅକ୍ଟୋବର 10ରୁ 16 ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ସିପିଆଇ  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 29, 2019, 8:57 PM IST

କଟକ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସିପିଆଇ ଜାତୀୟ ସାଧାରଣ ସମ୍ପାଦକ ଡି ରାଜା । ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ କେନ୍ଦ୍ର ସରକାରର ଅପରାଗତା ତଥା ଦେଶର ଆର୍ଥିକ ମାନ୍ଦାବସ୍ଥା ଓ କଶ୍ମୀର ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ସିପିଆଇ । ଏନେଇ ସାରାଦେଶରେ ଅକ୍ଟୋବର 10ରୁ 16 ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ସିପିଆଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଜନବିରୋଧୀ ବୋଲି ସମ୍ବୋଧନ କରିଛନ୍ତି ସେ । ବେକାରୀ ସମସ୍ୟା, ଅର୍ଥନୈତିକ ମାନ୍ଦାବସ୍ଥା, ସାମ୍ପ୍ରଦାୟିକ ସୁରକ୍ଷାରେ ସରକାର ସମ୍ପୂର୍ଣ୍ଣ ବିଫଳ। ଏକ ଦେଶ ଏକ ଭାଷା, ଓ କାଶ୍ମୀର ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ନେଇ ନିଜର ପକ୍ଷ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: କେନ୍ଦ୍ର ସରକାର ଙ୍କ ଉପରେ ବର୍ଷିଲେ ସିପିଆଇ ଜାତୀୟ ସାଧାରଣ ସମ୍ପାଦକ ଡି ରାଜା । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଡି ରାଜା। କେନ୍ଦ୍ର ସରକାରଙ୍କୁ ଜନବିରୋଧୀ ବୋଲି କହିଲେ ଡି ରାଜା।

ବେକାରୀ ସମସ୍ୟା, ଅର୍ଥନୈତିକ ମାନ୍ଦାବସ୍ତା, ସାମ୍ପ୍ରଦାୟିକ ସୁରକ୍ଷାରେ ସରକାର ସମ୍ପୂର୍ଣ୍ଣ ବିଫଳ। ଏକ ଦେଶ ଏକ ଭାଷା, ଓ କାଶ୍ମୀର ପ୍ରସଙ୍ଗରେ
ମଧ୍ୟ ସରକାରଙ୍କୁ ଘେରିଲେ ସେ । ନବୀନ ପଟ୍ଟନାୟକ ବିଜେପିକୁ ନେଇ ନିଜର ପକ୍ଷ ସ୍ପଷ୍ଟ କରନ୍ତୁ। ଏଥିପାଇଁ ଦେଶ ବ୍ୟାପି ବିରୋଧ ପ୍ରଦର୍ଶନ କରିବ ସିପିଆଇ। ଅକ୍ଟୋବର 10ରୁ 16 ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ। Body:ବାଇଟ: ଡି ରାଜା( ସିପିଆଇ ଜାତୀୟ ସାଧାରଣ ସମ୍ପାଦକ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.