ETV Bharat / state

ଦୁଇ ସଙ୍ଗରୋଧ କେନ୍ଦ୍ରର ସମୀକ୍ଷା କଲେ କୋଭିଡ଼ ପର୍ଯ୍ୟବେକ୍ଷକ - Covid's supervisors reviewed the two detention centers

କଟକର ବୋଷ ଓ ଆଇଏମଆଇଟିରେ ନିର୍ମିତ ସଙ୍ଗରୋଧ କେନ୍ଦ୍ରର ସମୀକ୍ଷା କଲେ 2 କୋଭିଡ଼ ପର୍ଯ୍ୟବେକ୍ଷକ । ଅଧିକ ପଢନ୍ତୁ...

Covid's supervisors reviewed the two detention centers
ଦୁଇ ସଙ୍ଗରୋଧ କେନ୍ଦ୍ରର ସମୀକ୍ଷା କଲେ କୋଭିଡ଼ ପର୍ଯ୍ୟବେକ୍ଷକ
author img

By

Published : Apr 30, 2020, 8:21 PM IST

କଟକ : କଟକରେ ଥିବା ଦୁଇ ସଙ୍ଗରୋଧ କେନ୍ଦ୍ରର ସମୀକ୍ଷା କରିଛନ୍ତି କୋଭିଡ଼ ପର୍ଯ୍ୟବେକ୍ଷକ । କଟକର ବୋଷ ଏବଂ ଆଇଏମଆଇଟିରେ ନିର୍ମିତ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଅବସରରେ ସଙ୍ଗରୋଧରେ ଥିବା କିଛି ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ ଏହି ଦୁଇ ପର୍ଯ୍ୟବେକ୍ଷକ ।

ଦୁଇ ସଙ୍ଗରୋଧ କେନ୍ଦ୍ରର ସମୀକ୍ଷା କଲେ କୋଭିଡ଼ ପର୍ଯ୍ୟବେକ୍ଷକ

ବିଶେଷକରି ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ସଠିକ ସମୟରେ ଖାଦ୍ୟ ମିଳୁଛି କି ନାହିଁ ,ସେମାନଙ୍କୁ ଠିକ୍ ଭାବେ ଦେଖାଶୁଣା କରାଯାଉଛି କି ନାହିଁ ଆଦିର ସମୀକ୍ଷା କରିଥିଲେ । ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ସମୀକ୍ଷା କରିବା ସହ ସଠିକ ଭାବରେ ଗାଇଡ଼ କରିବା ଏହି ଗସ୍ତର ମୂଳ ଉଦ୍ଧେଶ୍ୟ ବୋଲି କୋଭିଡ଼ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ କହିଛନ୍ତି । ଏହି ଅବସରରେ କଟକ ଜିଲ୍ଲାପାଳ,ଉପଜିଲ୍ଲାପାଳ,ସିଏମସି କମିଶନରଙ୍କ ସହ ଅନେକ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.