ETV Bharat / state

ଲକଡାଉନ ସମୟରେ ଜଟିଳ ଅସ୍ତ୍ରୋପଚାର - undefined

ଲକଡାଉନ ସମୟରେ ଜଟିଳ ଅସ୍ତ୍ରୋପଚାର

Complicated surgery during lockdown
ଲକଡାଉନ ସମୟରେ ଜଟିଳ ଅସ୍ତ୍ରୋପଚାର
author img

By

Published : Mar 31, 2020, 8:20 AM IST

Intro:ଲକଡାଉନ ସମୟରେ ଜଟିଳ ଅସ୍ତ୍ରୋପଚାର।କଟକର ଏକ ଘରୋଇ ହସ୍ପିଟାଲରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଛି।ବାହୁ ଠାରୁ କଟି ଯାଇଥିବା ହାତକୁ ଅସ୍ତ୍ରୋପଚାର ସାହାଯ୍ୟରେ ଯୋଡ଼ା ଯାଇଛି।୬ ଜଣିଆ ଡାକ୍ତରି ଟିମ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି।ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ୩୦ ବର୍ଷିଆ ମିତାଲି ବେହେରା ଙ୍କ ହାତରେ ଏକ ବଡ଼ ପଥର ଖଣ୍ଡ ପଡ଼ି ବାମ ହାତ ବାହୁ ଠାରୁ ହାତଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା।ତେବେ କଟକର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ସାହାଯ୍ୟରେ ଏକ ନୁଆ ହାତ ଯୋଡ଼ା ଯାଇଛି।ଫଳରେ ମିତାଲି ପୂର୍ବଭଳି ବାମ ହାତରେ କାମ କରିପାରିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।Body:No needConclusion:No need

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.