ETV Bharat / state

କାଠଯୋଡି ଫାଟରେ ପ୍ୟାଚ ପକାଇ ଦାୟିତ୍ବ ତୁଟାଇଲା ଏନଏଚଆଇ - କାଠଯୋଡି ବ୍ରିଡ

ବର୍ଷେ ନହେଉଣୁ କାଠଯୋଡି ବ୍ରିଜରେ ଦେଖାଦେଇଛି ଫାଟ । ଏ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସମ୍ପୃକ୍ତ ସ୍ଥାନରେ ପ୍ୟାଚ ପକାଇ ଦାୟିତ୍ବ ତୁଟାଇ ଦେଇଛି ଏନଏଚଆଇ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 30, 2019, 11:03 PM IST

କଟକ: ବର୍ଷେ ନହେଉଣୁ କାଠଯୋଡି ବ୍ରିଜରେ ଦେଖାଦେଇଛି ଫାଟ । ଏ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସମ୍ପୃକ୍ତ ସ୍ଥାନରେ ପ୍ୟାଚ ପକାଇ ଦାୟିତ୍ବ ତୁଟାଇ ଦେଇଛି ଏନଏଚଆଇ । ସୃଷ୍ଟି ହୋଇଥିବା ଫାଟରେ ପିଚୁ ପକାଇ ମରାମତି କରାଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ବ୍ରିଜ କାମକୁ ବର୍ଷେ ନପୁରୁଣୁ କାହିଁକି ଏପରି ଫାଟ ସୃଷ୍ଟି ହୋଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ନିମ୍ନମାନର କାମ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଲୋକେ । ବିଶେଷ କରି ଯେଉଁ ସଂସ୍ଥା ଏପରି ନିମ୍ନମାନର କାର୍ଯ୍ୟ କରିଛି ତାହାର ଲାଇସେନ୍ସ ରବ୍ଦ କରିବାକୁ ଦାବି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ କାଠଯୋଡ଼ି ବ୍ରିଜ ରେ ଫାଟ ସୃଷ୍ଟି ହେବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ,ଉକ୍ତ ସ୍ଥାନରେ ପ୍ୟାଚ ପକାଇ ନିଜ ଦାୟିତ୍ୱ ସାରି ଦେଇଛି ଏନ ଏଚ ଆଇ।ସୃଷ୍ଟି ହୋଇଥିବା ଫାଟ ରେ ପିଚୁ ପକାଇ ମରାମତି କରାଯାଇଛି।ଜାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବ୍ରିଜ ନିର୍ମାଣ କାର୍ଯ୍ୟ କୁ ବର୍ଷ ଟିଏ ପୁରିନି, କିନ୍ତୁ ଏହା କାହିଁକି ଦବିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ହୋଇଛି।କାମ କରିଥିବା ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।ବିଶେଷକରି ଯେଉଁ ସଂସ୍ଥା ଏଭଳି ନିମ୍ନ ମାନର କାମ କରିଛି ,ତାହାର ଲାଇସେନ୍ସ ରଦ୍ଧ କରିବାକୁ ଦାବି ହୋଇଛି। ବାଇଟ - ଦିଲ୍ଲୀପ ରାୟ,ଯାତ୍ରୀ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.