ETV Bharat / state

ଏସସିବିରେ ଦଲାଲ ରାଜ ପ୍ରସଙ୍ଗ, ଘରୋଇ ନର୍ସିଂହୋମରେ ଚଢାଉ

ଏସସିବିରେ ଦଲାଲ ରାଜ ପ୍ରସଙ୍ଗ
ଏସସିବିରେ ଦଲାଲ ରାଜ ପ୍ରସଙ୍ଗ
author img

By

Published : Apr 5, 2021, 2:00 PM IST

Updated : Apr 5, 2021, 6:48 PM IST

13:49 April 05

ଏସସିବିରେ ଦଲାଲ ରାଜ ପ୍ରସଙ୍ଗ, ଘରୋଇ ନର୍ସିଂହୋମରେ ଚଢାଉ

ସିଡ଼ିଏମଓ ଓ କମିଶନରେଟ ପୋଲିସର ମିଳିତ ଚଢ଼ାଉ
ସିଡ଼ିଏମଓ ଓ କମିଶନରେଟ ପୋଲିସର ମିଳିତ ଚଢ଼ାଉ

କଟକ: ଏସସିବି ବଡ ମେଡିକାଲରେ ଦଲାଲ ରାଜ ପ୍ରସଙ୍ଗ ନେଇ କମିଶନରେଟ ପୋଲିସର ଚଢ଼ାଉ । ଏକ ଘରୋଇ ନର୍ସିଂହୋମରେ କମିଶନରେଟ ପୋଲିସ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି।  

ସାଧାରଣ ରୋଗୀଙ୍କୁ ସରକାରୀ ହସ୍ପିଟାଲ ବଦଳରେ ପ୍ରାଇଭେଟ ହସ୍ପିଟାଲକୁ ଯିବାପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ଅନେକ ଦଲାଲଙ୍କୁ କାବୁ କରିଛି କମିଶନରେଟ ପୋଲିସ ।  

ଏସସିବି ମେଡ଼ିକାଲରୁ ଘରୋଇ ନର୍ସିଂହୋମ ରୋଗୀ ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ସିଡ଼ିଏମଓ ଓ କମିଶନରେଟ ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି ।  

କଟକରୁ ନାରାୟଣ ସାହୁ, ଇଟିଭି ଭାରତ 

Last Updated : Apr 5, 2021, 6:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.