ETV Bharat / state

CMC ଷ୍ଟାଣ୍ଡିଂ କମିଟି ନିର୍ବାଚନ ଅନୁଷ୍ଠିତ, ୭ଦିନ ମଧ୍ୟରେ ଅଧକ୍ଷ ଚୟନ - ସିଏମସି ଷ୍ଟାଣ୍ଡିଂ କମିଟି ନିର୍ବାଚନ

କଟକ ମହାନଗର ନିଗମର ବସିଲା ଦ୍ଵିତୀୟ କାଉନସିଲ ବୈଠକ । ଏହି ବୈଠକରେ ୯ଟି ଷ୍ଟାଣ୍ଡିଂ କମିଟି ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ

ସିଏମସି ଷ୍ଟାଣ୍ଡିଂ କମିଟି ନିର୍ବାଚନ ଅନୁଷ୍ଠିତ, ୭ ଦିନ ମଧ୍ୟରେ ଅଧକ୍ଷ ଚୟନ

author img

By

Published : Apr 29, 2022, 10:09 PM IST

କଟକ: ମହାନଗର ନିଗମର ବସିଲା ଦ୍ଵିତୀୟ କାଉନସିଲ ବୈଠକ । ଏହି ବୈଠକରେ ୯ଟି ଷ୍ଟାଣ୍ଡିଂ କମିଟି ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ତେବେ ୮ଟି ଷ୍ଟାଣ୍ଡିଂ କମିଟିକୁ ବିନା ପ୍ରତିଦ୍ବନ୍ଦିତାରେ କର୍ପୋରେଟର ମାନେ ନିର୍ବାଚିତ ହୋଇଥିଲେ । କେବଳ ସ୍ୱାସ୍ଥ୍ୟ କମିଟି ପାଇଁ ଭୋଟ ଗ୍ରହଣ କରାଯାଇଥିଲା ।

ସିଏମସି ଷ୍ଟାଣ୍ଡିଂ କମିଟି ନିର୍ବାଚନ ଅନୁଷ୍ଠିତ, ୭ ଦିନ ମଧ୍ୟରେ ଅଧକ୍ଷ ଚୟନ

ଅପରାହ୍ନ ୨.୩୦ରୁ ୪ ପର୍ଯନ୍ତ ଭୋଟ ଗ୍ରହଣ କରାଯାଇଥିଲା ଏବଂ ୭ ଜଣ କର୍ପୋରେଟର ସ୍ୱାସ୍ଥ୍ୟ କମିଟିକୁ ନିର୍ବାଚିତ ହୋଇଥିଲେ । ଅର୍ଥ, ଟିକସ, ସ୍ୱାସ୍ଥ୍ୟ, ପରିମଳ, ଲାଇସେନ୍ସ ଓ ସାଧାରଣ ଅଭିଯୋଗ ଭଳି ୯ଟି ଷ୍ଟାଣ୍ଡିଙ୍ଗ କମିଟି ପାଇଁ ସଦସ୍ୟ ଚୟନ ହୋଇଥିଲେ ।ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ୯ ଗୋଟି ଷ୍ଟାଣ୍ଡିଂ କମିଟିର ଅଧକ୍ଷ ନିର୍ବାଚିତ ହେବେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.