ETV Bharat / state

ସିକେ ନାଇଡୁ ଟ୍ରଫି: ବିହାରକୁ ମାତ୍‌ ଦେଲା ଓଡିଶା

author img

By

Published : Dec 23, 2019, 4:28 PM IST

23 ବର୍ଷରୁ କମ ସିକେ ନାଇଡୁ ଟ୍ରଫିରେ ବିହାରକୁ 62 ରନରେ ପରାସ୍ତ କରିଛି ଓଡିଶା। ଏହି ଟ୍ରଫିରେ ଓଡିଶାର ଏହା ଦ୍ଵିତୀୟ ବିଜୟ।

odisha
odisha

କଟକ: 23 ବର୍ଷରୁ କମ ସିକେ ନାଇଡୁ ଟ୍ରଫିରେ ଓଡିଶାର ଦମଦାର ବିଜୟ। ବୋଲର ଦେଖାଇଲେ କମାଲ। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବିହାରକୁ 62 ରନରେ ପରାସ୍ତ କରିଛି ଓଡିଶା।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡିଶା ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ଓଡିଶା ସଂଗ୍ରହ କରିଥିଲା 332 ରନ। ଦଳ ପକ୍ଷରୁ ଅମରିତ ଖଟୁଆ ସର୍ବାଧକ 98 ରନ କରିଥିଲାବେଳେ ସୌରଭ କେ ଗୌଡ 78 ,କାର୍ତ୍ତିକ ବିଶ୍ବାଳ 58 ରନ କରିଥିଲେ । ଯାହା ଫଳରେ ଓଡିଶା ଏକ ସମ୍ମାନ ଜନକ ସ୍କୋରରେ ପହଁଚି ପାରିଥିଲା।

ଜବାବରେ ପ୍ରଥମ ପାଳି ଖେଳିବାକୁ ଆସି ସଙ୍କଟରେ ପଡିଥିଲା ବିହାର। ପ୍ରାରମ୍ଭିକ ବ୍ୟାଟସମ୍ୟାନ ଏସ ଗନି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରି ଯାଇଥିଲେ।ଏହାପରେ ଦଳର ଏକମାତ୍ର ବ୍ୟଟ୍ସମ୍ୟାନ ହର୍ଷ ରାଜ 113 ରନର ଶତକୀୟ ପାଳି ଖେଳି ଦଳକୁ 224ରେ ପହଁଚାଇଥିଲେ। ଓଡିଶା ପକ୍ଷରୁ ପ୍ରତୀକ କେ ସିଂ ଚୌହାନ ସର୍ବାଧିକ 5ଟି ୱିକେଟ ଅକ୍ତିଆର କରିଥିଲା ବେଳେ, ଆୟୁଷ କାନ୍ତ ସାହୁ 3ଟି ନେଇଥିଲେ।

ଏହାପରେ ଓଡିଶା ତାର 2ୟ ପାଳିରେ ମାତ୍ର 187 ରନରେ ହିଁ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସୌରଭ କେ ଗୌଡ଼ କ 64 ରନ ର ପାଳି ଛାଡିଦେଲା ପରେ ଅନ୍ୟ କୌଣସି ଖେଳାଳି ଆଖିଦୃଷ୍ଟିଆ ପାଳି ଖେଳି ପାରିନଥିଲେ । ବିପକ୍ଷ ବିହାର ପକ୍ଷରୁ ସଚିନ କୁମାର ସିଂ ସର୍ବାଧିକ 5ଟି ୱିକେଟ ନେଇ ଓଡିଶାକୁ ବଡ ରନ ସ୍କୋର କରିବାକୁ ଅଟକାଇଥିଲେ।

296 ରନର ବିଜୟ ଲକ୍ଷକୁ ପିଛା କରିବାରେ ବିଫଳ ହୋଇଥିଲା ବିହାର । ଓଡିଶାର ଘାତକ ବୋଲିଂର ସାମ୍ନା ନକରି ପାରି 233 ରନରେ ଅଟକି ଯାଇଥିଲ ବିହାର ଟିମ । ଦଳ ପକ୍ଷରୁ ଏସ ଗନି ସର୍ବାଧିକ 86 ରନ କରିଥିଲା ବେଳେ ଅନ୍ୟ କୌଣସି ବ୍ୟଟ୍ସମ୍ୟାନ ଆଖିଦୃଷ୍ଟିଆ ଖେଳ ପ୍ରଦର୍ଶନ କରି ପାରିନଥିଲେ।

ଓଡିଶା ପକ୍ଷରୁ ପ୍ରତୀକ କେ ସିଂ ଚୌହାନ 3 ,ତାରିଣୀ ସା 3 ,ଅୟୁଷକାନ୍ତ ସାହୁ 2 ଓ ହର୍ଷିତ ରାଥୋଡ 2ଟି ୱେକେଟ ନେଇଥିଲେ । ଏହି ଟ୍ରଫିରେ ଓଡିଶାର ଏହା ଦ୍ଵିତୀୟ ବିଜୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: 23 ବର୍ଷରୁ କମ ସିକେ ନାଇଡୁ ଟ୍ରଫି ରେ ଓଡିଶା ର ଦମଦାର ବିଜୟ । ବୋଲର ଦେଖାଇଲେ କମାଲ ।ବଲାଙ୍ଗିର ଗାନ୍ଧୀ ଷ୍ଟାଡିଅମ ରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରେ ବିହାର କୁ 62 ରନ ରେ ପରାସ୍ତ କରିଛି ଓଡିଶା ।

ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡିଶା ପ୍ରଥମ ପାଳି ରେ ସମସ୍ତ ୱେକେଟ ହରାଇ ସଂଗ୍ରହ କରିଥିଲା 332 ରନ । ଦଳ ପକ୍ଷରୁ ଅମରିତ ଖଟୁଆ ସର୍ବାଧକ 98 ରନ କରିଥିଲା ବେଳେ ସୌରଭ କେ ଗୌଡ଼ 78 ,ଓ କାର୍ତ୍ତିକ ବିଶ୍ୱାଳ 58 ରନ କରିଥିଲେ । ଯାହା ଫଳରେ ଓଡିଶା ଏକ ସମ୍ମାନ ଜନକ ସ୍କୋର ରେ ପହଁଚି ପାରିଥିଲା ।

ଜବାବ ରେ ପ୍ରଥମ ପାଳି ଖେଳିବାକୁ ଆସି ସଙ୍କଟରେ ପଡିଥିଲା ବିହାର । ପ୍ରାରମ୍ଭିକ ବ୍ୟାଟସମ୍ୟାନ ଏସ ଗନି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଜାଇଥିଲେ । ଏହାପରେ ଦଳ ର ଏକମାତ୍ର ବ୍ୟଟ୍ସମ୍ୟାନ ହର୍ଷ ରାଜ 113 ରନ ର ଶତକୀୟ ପାଳି ଖେଳି ଦଳ କୁ 224 ରେ ପହଂଚାଇଥିଲେ । ଓଡିଶା ପକ୍ଷରୁ ପ୍ରତୀକ କେ ସିଂ ଚୌହାନ ସର୍ବାଧିକ 5 ଟି ଅକ୍ତିଆର କରିଥିଲା ବେଳେ ଆୟୁଷ କାନ୍ତ ସାହୁ 3 ଟି ୱେକେଟ ନେଇଥିଲେ ।

ଏହାପରେ ଓଡିଶା ତାର ଦ୍ୱିତୀୟ ପାଳି ରେ ମାତ୍ର 187 ରନ ରେ ହିଁ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସୌରଭ କେ ଗୌଡ଼ କ 64 ରନ ର ପାଳି ଛାଡିଦେଲା ପରେ ଅନ୍ୟ କୌଣସି ଖେଳାଳି ଆଖିଦୃଷ୍ଟିଆ ପାଳି ଖେଳି ପାରିନଥିଲେ । ବିପକ୍ଷ ବିହାର ପକ୍ଷରୁ ସଚିନ କୁମାର ସିଂ ସର୍ବାଧୁକ 5 ଟି ୱେକେଟ ନେଇ ଓଡିଶା କୁ ବଡ଼ ରନ ସ୍କୋର କରିବାକୁ ଅଟକାଇଥିଲେ ।

ତେବେ 296 ରନ ର ବିଜୟ ଲକ୍ଷ କୁ ପିଚା କରିବା ରେ ବିଫଳ ହୋଇଥିଲା ବିହାର । ଓଡ଼ିଶା ର ଘାତକ ବୋଲିଂ ର ସମ୍ନା ନକରି ପାରି 233 ରନ ରେ ଅଟକି ଯାଇଥିଲ ବିହାର ଟିମ । ଦଳ ପକ୍ଷରୁ ଏସ ଗନି ସର୍ବାଧିକ 86 ରନ କରିଥିଲା ବେଳେ ଅନ୍ୟ କୌଣସି ବ୍ୟଟ୍ସମ୍ୟାନ ଆଖି ଦୃଷ୍ଟିଆ ଖେଳ ପଦର୍ଶନ କରିପାରିନଥିଲେ ।

ତେବେ ଓଡିଶା ପକ୍ଷରୁ ପ୍ରତୀକ କେ ସିଂ ଚୌହାନ 3 ,ତାରିଣୀ ସା 3 ,ଅୟୁଷ୍କକାନ୍ତ ସାହୁ 2 ଓ ହର୍ଷିତ ରାଥୋଡ଼ 2 ଟି ୱେକେଟ ନେଇଥିଲେ । ଟ୍ରଫି ରେ ଓଡିଶା ର ଏହା ଦ୍ଵିତୀୟ ବିଜୟ । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.