ETV Bharat / state

ପୋଲିସକୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ - odisha police

62 ତମ ପୋଲିସ ଅଫିସର ସମ୍ମିଳନୀର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ । ରାଜ୍ୟରେ ପୋଲିସ ସେବାକୁ ପ୍ରଶଂସା କଲେ ନବୀନ ।

ରାଜ୍ୟରେ ପୋଲିସ ସେବାକୁ ପ୍ରଶଂସା କଲେ ନବୀନ
ରାଜ୍ୟରେ ପୋଲିସ ସେବାକୁ ପ୍ରଶଂସା କଲେ ନବୀନ
author img

By

Published : Dec 31, 2020, 7:28 AM IST

କଟକ: ରାଜ୍ୟ ପୋଲିସକୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । 62 ତମ ପୋଲିସ ଅଫିସର ସମ୍ମିଳନୀର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ । ରାଜ୍ୟରେ ପୋଲିସ ସେବାକୁ ପ୍ରଶଂସା କଲେ ନବୀନ । 2020 ରେ ଅପରାଧ ଦମନ ଓ ଲ ଆଣ୍ଡ ଅର୍ଡର ଦିଗରେ ବେଶ ସଫଳ ହୋଇଛି ପୋଲିସ ।

ରାଜ୍ୟରେ ପୋଲିସ ସେବାକୁ ପ୍ରଶଂସା କଲେ ନବୀନ
ରାଜ୍ୟରେ ପୋଲିସ ସେବାକୁ ପ୍ରଶଂସା କଲେ ନବୀନ

ଏହାସହ କୋରୋନା ସମୟରେ ଘର ଛାଡ଼ି ନିଷ୍ଠାପର କର୍ତ୍ତବ୍ୟ କରି ନିଶ୍ଚୟ ଏକ ବଡ଼ ଉଦାହରଣ ସୃଷ୍ଟି କରିଛି ଓଡିଶା ପୋଲିସ । ଏହାସହ ଯେଉଁ ପୋଲିସ କର୍ମୀଙ୍କ କୋରୋନାରେ ଦେହାନ୍ତ ହୋଇଛି, ତାଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

62 ତମ ପୋଲିସ ଅଫିସର ସମ୍ମିଳନୀର ଉଦଯାପନୀ ଉତ୍ସବ

ପ୍ଲାଜମା ଦାନ ଦିଗରେ ମଧ୍ୟ ପୋଲିସ ସାଜିଛି ବଡ଼ ଉଦାହରଣ । 930 ପୋଲିସ କର୍ମୀ ପ୍ଲାଜମା ଦାନ କରି ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି । ମାଓ ଦମନ ସମୟରେ ଏକାଧିକ ପୋଲିସ ପ୍ରାଣ ମଧ୍ୟ ହରାଇଛନ୍ତି । ଯାହା ଓଡିଶା ପୋଲିସ ପାଇଁ ସର୍ବଦା ସ୍ମରଣୀୟ ।

ଏହି ଘଟଣାରେ ଏସପି ମାଲକାନଗିରି ଓ କନ୍ଧମାଳକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପୋଲିସର ଡ୍ରଗ୍ସ ଅଭିଯାନକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ମହିଳା ଓ ଶିଶୁ ସୁରକ୍ଷା ପୋଲିସର ବଡ଼ କର୍ତ୍ତବ୍ୟ । ଏହି ଦିଗରେ ପୋଲିସ ସର୍ବଦା ସଜାଗ ରହିଛି । ଆହୁରି ଆବଶ୍ୟକସ୍ଥଳେ ପୋଲିସ ଆହୁରି ରଣନୀତି ଆପଣାଇବ ।

ଏହାସହ ମୋ ସରକାର ଅଧୀନରେ ଥିବା ପୋଲିସ ବିଭାଗ ମଧ୍ୟ ସଫଳ ସାବ୍ୟସ୍ତ ହୋଇଛି । କାରଣ ଥାନାରୁ ସକରାତ୍ମକ ପ୍ରତିକିୟା ଆସିଛି । ଏହାସହ ରାଜ୍ୟରେ 6 ଟି ନୂଆ ଥାନାର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.