କଟକ: ମଧୁପାଟଣା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ । ବିଳମ୍ବିତ ରାତ୍ରିରେ ଗୋରୁ ଭର୍ତ୍ତି ଗାଡି ଜବତ କରିଛି କମିଶନରେଟ ପୋଲିସ । ଏକ ମିନି ଟ୍ରକରେ 90ରୁ ଉର୍ଦ୍ଧ ଗୋରୁଙ୍କ ଚାଲାଣ କରାଯାଉଥିଲା । ତେବେ ପୋଲିସ ଖବର ପାଇଁ 4 ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ