କଟକ: ମାହାଙ୍ଗା ଡବଲ ମର୍ଡର ମାମଲା । ବିଜେପିର ଜୋରଦାର ବିକ୍ଷୋଭ । ଉଭୟ ନେତା କୁଳମଣି ବରାଳ ଓ ଦିବ୍ୟ ସିଂହ ବରାଳଙ୍କ ନ୍ୟାୟ ଶୀଘ୍ର ଦେବା ପାଇଁ ଜୋର ଧରିଲା ଆନ୍ଦୋଳନ । କଟକର ପ୍ରମୁଖ ଛକରେ ବିଜେପିର ଚିତ୍କାର କରିବା ସହ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ