ETV Bharat / state

ଋଣ ପରିଶୋଧ ନ କରିବାରୁ କମ୍ପାନୀ ମୁଖ୍ୟଙ୍କ ଘରେ ତାଲା ପକାଇଲା ବ୍ୟାଙ୍କ

author img

By

Published : Aug 16, 2019, 6:09 PM IST

ଋଣ ପରିଶୋଧ ନ କରିବା ସାଜିଲା ମହଙ୍ଗା । ବ୍ୟାଙ୍କ ନିର୍ଦ୍ଦେଶକୁ ଖାତିର ନ କରିବାରୁ ଘରେ ଝୁଲିଲା ତାଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ମହଙ୍ଗା ପଡିଲା ସଠିକ ସମୟରେ ଋଣ ପରିଶୋଧ ନ କରିବା । ବ୍ୟାଙ୍କର ନୋଟିସ ସତ୍ତ୍ବେ ଏହାକୁ କର୍ଣ୍ଣପାତ ନ କରିବାରୁ ଶୁକ୍ରବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘରେ ତାଲା ପକାଇଛନ୍ତି ବ୍ୟାଙ୍କ କର୍ମଚାରୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁଯାୟୀ, ମିସ ଗ୍ଲୋବାଲ ମଲ୍ଟି ରିଟେଲସ କମ୍ପାନୀର ମୁଖ୍ୟ ଦମୟନ୍ତୀ ଶତପଥୀ ଗତ 2016 ମସିହାରେ ଆଲ୍ହାବାଦ ବ୍ୟାଙ୍କରୁ 1 କୋଟି 29 ଲକ୍ଷ 74 ହଜାର 774 ଟଙ୍କା ଋଣ ଆଣିଥିଲେ । ପରବର୍ତ୍ତୀ ସମୟରେ ଏହି ଋଣକୁ ପରିଶୋଧ କରିନଥିଲେ। ଏପରିକି ବ୍ୟାଙ୍କର ବାରମ୍ବାର ନୋଟିସକୁ ମଧ୍ୟ ବେଖାତିର କରିଥିଲେ ଦମୟନ୍ତୀ ।

ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ଦମୟନ୍ତୀ ଶତପଥୀଙ୍କ କଟକ ଶିଖରପୁର ସ୍ଥିତ ବାଭବନରେ ଚଢ଼ାଉ କରାଯିବା ସହ ଘରେ ତାଲା ପକାଯାଇଛି । ପୋଲିସ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମହଙ୍ଗା ପଡିଲା ଋଣ କରି ଠିକ ସମୟରେ ଋଣ ପରିଶୋଧ ନ କରିବା। ବ୍ୟାଙ୍କ ର ନୋଟିସ ସତ୍ତ୍ୱେ ଏହାକୁ କର୍ଣ୍ଣପାତ ନ କରିବାରୁ , ଆଜି ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶକ୍ରମେ ଘରେ ତାଲା ପକାଇଛନ୍ତି ବ୍ୟାଙ୍କ କର୍ମଚାରୀ।ସୂଚନା ଅନୁଯାୟୀ, ମିସ ଗ୍ଲୋବାଲ ମଲ୍ଟି ରିଟେଲସ କମ୍ପାନୀ ର ଏମ ଡି,ଦମୟନ୍ତୀ ଶତପଥୀ ଗତ 2016 ମସିହାରେ ଆଲ୍ହାବାଦ ବ୍ୟାଙ୍କରୁ 1 କୋଟି 29 ଲକ୍ଷ 74 ହଜାର 774 ଟଙ୍କାର ଋଣ ଆଣିଥିଲେ।ପରବର୍ତ୍ତୀ ସମୟରେ ଏହି ଋଣ କୁ ପରିଶୋଧ କରିନଥିଲେ।ଏପରିକି ବ୍ୟାଙ୍କର ବାରମ୍ବାର ନୋଟିସକୁ ଖାତିର କରି ନ ଥିଲେ। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ।ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ,ଆଜି ତାଙ୍କ କଟକ ଶିଖରପୁର ସ୍ଥିତ ଘରକୁ ଚଢ଼ାଉ କରି ବା ସହ ଘରେ ତାଲା ପକାଇଥିଲେ।ପୋଲିସ ଉପସ୍ଥିତ ରେ ଏଭଳି ଚଢ଼ାଉ କରାଯାଇଥିଲା।ତେବେ ସମ୍ପୃକ୍ତ ବ୍ୟକ୍ତି ଜଣେ ବରିଷ୍ଠ ବିଜେପି ନେତାଙ୍କ ସମ୍ପର୍କୀୟ ବୋଲି ଚର୍ଚ୍ଚା ହେଉଛି।

ବାଇଟ - କେଶବ ଚନ୍ଦ୍ର ପଣ୍ଡା,ଆଲ୍ହାବାଦ ବ୍ୟାଙ୍କ କର୍ମଚାରୀ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.