ETV Bharat / state

ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗ: ସତ୍ୟପାଠରେ ପ୍ରତିଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବଗଲା ଧର୍ମଶାଳା ସ୍ଥିତି କ'ଣ ରହିଛି, ସେନେଇ ସରକାର ସତ୍ୟପାଠ ଆକାରରେ ଜବାବ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗ: ସତ୍ୟପାଠ ଜରିଆରେ ପ୍ରତିଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Sep 29, 2020, 3:13 PM IST

କଟକ: ହାଇକୋର୍ଟରେ ବଗଲା ଧର୍ମଶାଳା ଜମି ଜାଲିଆତି ଅଭିଯୋଗ ମାମଲା। ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି (ମଙ୍ଗଳବାର) ଜବାବ ଦାଖଲ କରାଯାଇଛି। ବଗଲା ଜମି ଏବେ ବି ସରକାରଙ୍କ ଅଧୀନରେ ରହିଛି ବୋଲି ପ୍ରଶାସନ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ବଗଲା ସ୍ଥିତି କ'ଣ ରହିଛି ସରକାର ସତ୍ୟପାଠ ଆକାରରେ ଜବାବ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ମଧ୍ୟ ପ୍ରତି ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର ହୋଇଥିଲା ମାମଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.