ETV Bharat / state

ମଦ ମାଫିଆଙ୍କ ଦାଦାଗିରି ! ଅବକାରୀ କର୍ମଚାରୀଙ୍କୁ କଲେ ଆକ୍ରମଣ

author img

By

Published : Jan 7, 2021, 10:21 AM IST

Updated : Jan 7, 2021, 1:09 PM IST

କଟକର ତିଗିରିଆ ଥାନା ଭିରୁଡା ଗାଁରେ ଚଢାଉ ବେଳେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଅବକାରୀ ବିଭାଗ କର୍ମଚାରୀ । ଅଧିକ ପଢନ୍ତୁ...

ମଦ ବ୍ୟବସାୟ ଉପରେ ଚଢାଉ
ମଦ ବ୍ୟବସାୟ ଉପରେ ଚଢାଉ

କଟକ: ମଦ ମାଫିଆଙ୍କ ଦାଦାଗିରି । ତିଗିରିଆ ଥାନା ଭିରୁଡା ଗାଁରେ ମଦ ବ୍ୟବସାୟ ଉପରେ ଚଢାଉ ବେଳେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଅବକାରୀ ବିଭାଗ କର୍ମଚାରୀ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଏସିବି ମେଡାକାଲରେ ଭର୍ତ୍ତି କରାଯାଇଛି ।

ମଦ ବ୍ୟବସାୟ ଉପରେ ଚଢାଉ

ସୂଚନାଅନୁସାରେ, ଭିରୁଡା ଗାଁରେ ଚୋରାରେ ମଦ ବେପାର ଦେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଖବର ପାଇ ପୋଲିସ ଓ ଅବକାରୀ ବିଭାଗର ମିିଳିତ ଉଦ୍ୟମରେ ମଦ ତିଆରି ହେଉଥିବା ସ୍ଥାନରେ ଚଢାଉ କରିଥିଲା । ଚଢାଉରେ ହଠାତ ଅବକାରୀ ବିଭାଗଙ୍କ ଉପରକୁ ଢେଲା, ପଥର ମାଡ ହୋଇଥିଲା । ଏଥିରେ ଅବକାରୀ କର୍ମଚାରୀ ପ୍ରଦୀପ ଓ ଆଠଗଡ ଅବକାରୀ କର୍ମଚାରୀ ସଞ୍ଜୀବ ବାର୍ଲା ଗୁରୁତର ଆହତ ହୋଇଛନ୍ତି । ସୋମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଏହି ଚଢ଼ାଉ ବେଳେ ୬୦ ହଜାର ପୋଚ ନଷ୍ଟ କରାଯିବା ସହିତ ୭ ହଜାର ଲିଟର ରନ୍ଧା ଦେଶୀମଦ ଓ ମଦ ରନ୍ଧା ପାଇଁ ବ୍ୟବହୃତ ଦେଉଥିବା ବହୁ ସାମଗ୍ରୀ ଜବତ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 7, 2021, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.