ETV Bharat / state

ନଦୀ ପଠାରୁ ଅଜଣା ମୃତଦେହ ଉଦ୍ଧାର

କଟକ ସ୍ଥିତ ସି'ସୋର ପଠାରୁ ଅଜଣା ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଅଗ୍ନିଶମ ବିଭାଗଙ୍କ ସାହାଯ୍ୟରେ ମୃତଦେହକୁ ଉଦ୍ଧାର କରାଯାଇଛି ।

author img

By

Published : Dec 3, 2020, 5:51 PM IST

unidentified dead body
ସି'ସୋର ପଠାରୁ ଅଜଣା ମୃତଦେହ ଠାବ

କଟକ: ସି'ସୋର ପଠାରୁ ଅଜଣା ମୃତଦେହ ଉଦ୍ଧାର । ମହାନଦୀରୁ ମୃତଦେହ ଭାସିଆସି ସି'ସୋର ପଠାରେ ଲାଗିଥିବା ଅନୁମାନ କରୁଛି ପୋଲିସ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଅଗ୍ନିଶମ ବିଭାଗଙ୍କ ସାହାଯ୍ୟରେ ମୃତଦେହକୁ ଉଦ୍ଧାର କରାଯାଇଛି।

ତେବେ କିଏ ସେହି ବ୍ୟକ୍ତି । କେଉଁଠି ତାଙ୍କ ଘର । ଏହା ହତ୍ୟା ନା ଆତ୍ମହତ୍ୟା । ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି। ମୃତବ୍ୟକ୍ତିଙ୍କ ବୟସ 35 ରୁ 40 ମଧ୍ୟରେ ହେବା ନେଇ ଅନୁମାନ କରୁଛି ପୋଲିସ ।

ଏବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ସ୍ଥାନୀୟ ଅଞ୍ଚଳରେ ଛାନଭିନ ଜାରି ରଖିଛି ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.