ETV Bharat / state

ପ୍ରଜାତନ୍ତ୍ରର ୭୫ବର୍ଷ ପୂର୍ତ୍ତି ଉତ୍ସବ, ଯୋଗଦେବେ ଅମିତ ଶାହ ଓ ନବୀନ ପଟ୍ଟନାୟକ - ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ ଅମିତ ସାହା ଓ ନବୀନ ପଟ୍ଟନାୟକ

ଦୈନିକ ଖବର କାଗଜ ପ୍ରଜାତନ୍ତ୍ରକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୮ ଓ ୯ ତାରିଖରେ ହ୍ବାକୁ ଥିବା କର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଅଧିକ ପଢନ୍ତୁ

ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉତ୍ସବ, ଯୋଗଦେବେ ଅମିତ ସାହା ଓ ନବୀନ ପଟ୍ଟନାୟକ

author img

By

Published : Jul 16, 2022, 10:49 PM IST

କଟକ: ୭୫ ବର୍ଷରେ ପହଞ୍ଚିଲା ଦୈନିକ ଖବର କାଗଜ ପ୍ରଜାତନ୍ତ୍ର । ଏହି ୭୫ ବର୍ଷ ପୂର୍ତ୍ତୀ ଅବସରରେ ଅଗଷ୍ଟ ୮ ଓ ୯ ତାରିଖରେ ହେବାକୁ ଥିବା କର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାହିତ୍ୟିକ ପ୍ରତିଭା ରାୟ ମଧ୍ୟ ଯୋଗ ଦେବେ ।

ପ୍ରଜାତନ୍ତ୍ରର ୭୫ବର୍ଷ ପୂର୍ତ୍ତି ଉତ୍ସବ

ସେହିପରି ଅନ୍ୟ ଏକ କର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ମଧ୍ୟ ଯୋଗ ଦେବେ । ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତା ଅଗଷ୍ଟ ୮ ଓ ୯ ତାରିଖରେ ଯଥାକ୍ରମେ କଟକ ଇଣ୍ଡୋର ଷ୍ଟାଡିଅମ ଓ ବିଷୁବ ମଣ୍ଡପରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଅମୃତ ମହୋତ୍ସବ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଛନ୍ତି କଟକ ଲୋକସଭା ସାଂସଦ ତଥା ପ୍ରଜାତନ୍ତ୍ରର ସମ୍ପାଦକ ଭତୃହରି ମହତାବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.