ETV Bharat / state

ରାଜ୍ୟରେ ଆମ୍ବୁଲାନ୍ସ ସେବାକୁ ପୁରିଛି 8 ବର୍ଷ - Ambulance service in the state

2013 ମସିହା ମାର୍ଚ୍ଚ 5 ତାରିଖରେ ଏହି ସେବା ଆରମ୍ଭ ହୋଇଥିଲା ଆମ୍ବୁଲାନ୍ସ ସେବା । ଏଯାବତ 64 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ସେବା ପାଉଛନ୍ତି।

ଆମ୍ବୁଲାନ୍ସ ସେବାକୁ ପୁରିଛି 8 ବର୍ଷ
ଆମ୍ବୁଲାନ୍ସ ସେବାକୁ ପୁରିଛି 8 ବର୍ଷ
author img

By

Published : Mar 5, 2021, 4:34 PM IST

Updated : Mar 6, 2021, 10:26 AM IST

କଟକ: 108 ଆମ୍ବୁଲାନ୍ସ ସେବାକୁ ଆଜି(ଶୁକ୍ରବାର) ପୁରିଛି 8 ବର୍ଷ। 2013 ମସିହା ମାର୍ଚ୍ଚ 5 ତାରିଖରେ ଏହି ସେବା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ 223 ଟି ଆମ୍ବୁଲାନ୍ସ ରାଜ୍ୟରେ ସେବା ପ୍ରଦାନ କରୁଥିବାବେଳେ ପରମୂହର୍ତ୍ତରେ ଏହା 11,00 ରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ ଏବେ ରାଜ୍ୟରେ ଗଡୁଛି ।

ଆମ୍ବୁଲାନ୍ସ ସେବାକୁ ପୁରିଛି 8 ବର୍ଷ

ଏଯାବତ 64 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ସେବା ପାଉଛନ୍ତି। ତେବେ ଆଗମୀ ଦିନରେ ଏହି ସେବାକୁ ଆହୁରି ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି 108 ଆମ୍ବୁଲାନ୍ସର ପରିଚାଳନା କମିଟି ଜିଗିତ୍ସା ହେଲଥ କେୟାର ।

ତେବେ ଏସସିବି ପରିସର ମଧ୍ୟରେ ହେଉଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତରିକ୍ତ ଜିଲ୍ଲାପାଳ, ଏସସିବି ସୁପରଟେଣ୍ଡ ଓ ଅନ୍ୟାନ୍ୟ ଅଧକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 6, 2021, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.