ETV Bharat / state

Omicron Fear: କାଲିଠୁ କଟକରେ 3ଦିନ ଧର୍ମାନୁଷ୍ଠାନ ବନ୍ଦ - ନୂଆବର୍ଷରେ କଟକରେ ଧର୍ମାନୁଷ୍ଠାନ ବନ୍ଦ

ନୂଆ ବର୍ଷରେ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି କଡା କଟକଣା ଜାରି କରିଛି କଟକ ମହାନଗର ନିଗମ । ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ । ଅଧିକ ପଢନ୍ତୁ

ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କଟକରେ ଧର୍ମାନୁଷ୍ଠାନ ବନ୍ଦ
ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କଟକରେଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କଟକରେ ଧର୍ମାନୁଷ୍ଠାନ ବନ୍ଦ ଧର୍ମାନୁଷ୍ଠାନ ବନ୍ଦ
author img

By

Published : Dec 30, 2021, 6:38 PM IST

କଟକ: ନୂଆ ବର୍ଷରେ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ । ଏଥିଲାଗି କଟକଣା ଜାରି କଲା କଟକ ମହାନଗର ନିଗମ । ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲି(ଶୁକ୍ରବାର)ଠୁ 2 ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ ।

ଆସନ୍ତାକାଲିଠୁ ୨ ପର୍ଯ୍ୟନ୍ତ କଟକରେ ଧର୍ମାନୁଷ୍ଠାନ ବନ୍ଦ

ମନ୍ଦିର, ମସଜିଦ, ଗୁଋଦ୍ବାର, ଚର୍ଚ୍ଚ ଇତ୍ୟାଦି ମଧ୍ୟ ବନ୍ଦ ରହିବ। କେବଳ ଧର୍ମାନୁଷ୍ଠାନ ମାନଙ୍କରେ ସୀମିତ ବ୍ୟକ୍ତି ବିଶେଷ ମଧ୍ୟରେ ପୂଜା ଅର୍ଚ୍ଚନା କରାଯିବ । ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି । ଏହି ସମୟରେ କୌଣସି ଭକ୍ତଙ୍କୁ ଧର୍ମାନୁଷ୍ଠାନ ମଧ୍ୟକୁ ପ୍ରବେଶ କରାଯିବ ନାହିଁ ।

ଏଥିପ୍ରତି କଡା ନଜର ରଖିବ ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । ତେବ ଏ ନେଇ ଆଜି(ଗୁରୁବାର) ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.