ETV Bharat / state

Panchayat Poll: ହୁଲୁସ୍ତୁଲ ବାରଙ୍ଗ ବ୍ଲକ ଖଲର୍ଦ୍ଦା ପଞ୍ଚାୟତ

author img

By

Published : Feb 10, 2022, 8:57 PM IST

କଟକ ଜିଲ୍ଲା ବାରଙ୍ଗ ବ୍ଲକ ଖଲର୍ଦ୍ଦା ପଞ୍ଚାୟତରେ ୫ ହଜାର ଭୋଟର ଚଳିତ ଥର ମତଦାନ ସାବ୍ୟସ୍ତ କରିବେ । ଏ ବିକାଶର କଥା କହି ଭୋଟରଙ୍କ ନିକଟତର ହେବା ପାଇଁ ଚେଷ୍ଟା କରୁଛନ୍ତି ତ ଆଉ କିଏ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିଛି । ଅଧିକ ପଡନ୍ତୁ

Panchayat Poll: ହୁଲୁସ୍ତୁଲ ବାରଙ୍ଗ ବ୍ଲକ ଖଲର୍ଦ୍ଦା ପଞ୍ଚାୟତ
Panchayat Poll: ହୁଲୁସ୍ତୁଲ ବାରଙ୍ଗ ବ୍ଲକ ଖଲର୍ଦ୍ଦା ପଞ୍ଚାୟତ

ନିଆଳି: ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗଣ୍ଡାରେ ଚାଲିଛି ଜୋରଦାର ପ୍ରଚାର । କିଏ ବିକାଶର କଥା କହି ଭୋଟରଙ୍କ ନିକଟତର ହେବା ପାଇଁ ଚେଷ୍ଟା କରୁଛନ୍ତି ତ ଆଉ କିଏ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ଖଲର୍ଦ୍ଦା ପଞ୍ଚାୟତରେ ୫ ହଜାର ଭୋଟର ଚଳିତ ଥର ମତଦାନ ସାବ୍ୟସ୍ତ କରିବେ ।

ଏହି ପଞ୍ଚାୟତର ୧୮ଟି ଓ୍ବାର୍ଡକୁ ନେଇ ଗଠିତ । ସରପଞ୍ଚ ପଦବୀ ପାଇଁ ୪ ଜଣ ଓ ସମିତି ସଭ୍ୟ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଖଲର୍ଦ୍ଦା ପଞ୍ଚାୟତରୁ ପ୍ରାର୍ଥୀ ମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନିଆଳି ପ୍ରତିନିଧି ଉମେଶ ଚନ୍ଦ୍ର ମଲ୍ଲିକ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.