ETV Bharat / state

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ୨୬ରେ ହେବ ପରବର୍ତ୍ତୀ ଶୁଣାଣି

ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ଆସନ୍ତା 26 ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ...

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ୨୬ରେ ହେବ ପରବର୍ତ୍ତୀ ଶୁଣାଣି
ଆଦିତ୍ୟ ଦାସ ମୃତ୍ୟୁ ମାମଲା: ୨୬ରେ ହେବ ପରବର୍ତ୍ତୀ ଶୁଣାଣି
author img

By

Published : Feb 2, 2021, 6:22 PM IST

କଟକ: ହାଇକୋର୍ଟରେ ଆଜି(ମଙ୍ଗଳବାର) ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି ହୋଇଛି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ୨୬ରେ ହେବ ପରବର୍ତ୍ତୀ ଶୁଣାଣି

ତେବେ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଆବେଦନକାରୀ ଯୁକ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଓକିଲଙ୍କୁ ମଧ୍ୟ ଏହାର କପି ଯୋଗାଇଦେବାକୁ ନିର୍ଦ୍ଦେଶ ରହିଛି । ଲିଖିତ ଯୁକ୍ତି ଉପସ୍ଥାପିତ ପରେ ହେବ ପରବର୍ତ୍ତୀ ଶୁଣାଣି । ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପାମାଆ ଆବେଦନ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.