ETV Bharat / state

9 ଫୁଟ ଉଚ୍ଚତାର ଗାନ୍ଧୀମୂର୍ତ୍ତି ଉନ୍ମୋଚନ କଲେ ରାଜ୍ୟପାଳ

କଟକର ଏକ ଘରୋଇ ସ୍କୁଲରେ 9 ଫୁଟ ଉଚ୍ଚତାର ଏକ ଗାନ୍ଧୀମୂର୍ତ୍ତି ଉନ୍ମୋଚିତ ହୋଇଛି । ମହାମହିମ ରାଜ୍ୟପାଳ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିଛନ୍ତି । ଅଧିକ ପଢନ୍ତୁ...

ଗାନ୍ଧୀମୂର୍ତ୍ତୀ ଉନ୍ମୋଚନ କଲେ ରାଜ୍ୟପାଳ
ଗାନ୍ଧୀମୂର୍ତ୍ତୀ ଉନ୍ମୋଚନ କଲେ ରାଜ୍ୟପାଳ
author img

By

Published : Mar 31, 2021, 7:46 PM IST

କଟକ: ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କଟକର ଏକ ଘରୋଇ ସ୍କୁଲରେ 9 ଫୁଟ ଉଚ୍ଚତାର ଏକ ଗାନ୍ଧୀମୂର୍ତ୍ତି ଉନ୍ମୋଚିତ ହୋଇଛି । ମହାମହିମ ରାଜ୍ୟପାଳ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିଛନ୍ତି ।

ଗାନ୍ଧୀମୂର୍ତ୍ତୀ ଉନ୍ମୋଚନ କଲେ ରାଜ୍ୟପାଳ

କିପରି ତୃଣମୂଳ ସ୍ତରରେ ସମସ୍ତଙ୍କ ମଧ୍ୟରେ ଗାନ୍ଧିବାଦ ଚେତନା ଜାଗ୍ରତ ହେବ ସେଥିପାଇଁ ସମସ୍ତେ ଗାନ୍ଧୀ ଚେତନାରେ ଅଗ୍ରସର ହେବାର ଆବଶ୍ୟକତା ରହିଛି । ଓଡିଶାକୁ ଗାନ୍ଧୀଜୀ ଆସିବାର 100 ବର୍ଷ ପୂର୍ତ୍ତି ନିକଟରେ କଟକବାସୀ ପାଳନ କରିଛନ୍ତି।

ସେଥିପାଇଁ ଚଳିତବର୍ଷ କଟକରେ ଅନେକ କାର୍ଯ୍ୟକ୍ରମ ହୋଇଛି । ତେବେ ଏହାରି ମଧ୍ୟରେ ଏହି ସ୍କୁଲରେ ଯେଉଁ ମୂର୍ତ୍ତି ସ୍ଥାପନା କରାଯାଇଛି ତାହା ମଧ୍ୟ ଅନନ୍ୟ । ତେଣୁ ଗାନ୍ଧୀଙ୍କ ଓଡିଶା ପ୍ରତି ଥିବା ଭଲ ପାଇବାକୁ ଦ୍ବିଗୁଣିତ କରିବାକୁ ହେଲେ ଆମମାନଙ୍କୁ ଗାନ୍ଧୀଙ୍କ ଦ୍ବାରା ଦେଖାଇଥିବା ମାର୍ଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟପାଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.