ETV Bharat / state

ବାଲିଯାତ୍ରା ଫୁଡ୍ ଷ୍ଟଲରେ ଚଢ଼ାଉ: ସାଢେ ୪ କୁଇଣ୍ଟାଲ ଖାଦ୍ୟ ନଷ୍ଟ - କଟକ ବାଲିଯାତ୍ରା

ପଞ୍ଚମ ଦିନରେ ବାଲିଯାତ୍ରାର ବିଭିନ୍ନ ଫୁଡ୍ ଷ୍ଟଲରେ ଚଢ଼ାଉ କରିଥିଲା ସିଏମସି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବିଭାଗର ଟିମ୍ ବିଭିନ୍ନ ଷ୍ଟଲ ଉପରେ ଚଢ଼ାଉ କରି ଶନିବାର ସାଢ଼େ 4 କ୍ବୁଣ୍ଟାଲରୁ ଅଧିକ ବାସିଖାଦ୍ୟ ନଷ୍ଟ କରିଛି ।

ବାଲିଯାତ୍ରା ଫୁଡ୍ ଷ୍ଟଲରେ ଚଢ଼ାଉ: ସାଢେ ୪ କୁଇଣ୍ଟାଲ ଖାଦ୍ୟ ନଷ୍ଟ
author img

By

Published : Nov 17, 2019, 3:57 AM IST

କଟକ: ଶନିବାର ପଞ୍ଚମ ଦିନରେ ବାଲିଯାତ୍ରାର ବିଭିନ୍ନ ଫୁଡ୍ ଷ୍ଟଲ ଉପରେ ଚଢ଼ାଉ କରିଥିଲା ସିଏମସି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବିଭାଗର ଟିମ୍ ବିଭିନ୍ନ ଷ୍ଟଲ ଉପରେ ଚଢ଼ାଉ କରି ଶନିବାର ସାଢ଼େ 4 କ୍ବୁଣ୍ଟାଲରୁ ଅଧିକ ବାସିଖାଦ୍ୟ ନଷ୍ଟ କରିଛି ।

ବାଲିଯାତ୍ରା ଫୁଡ୍ ଷ୍ଟଲରେ ଚଢ଼ାଉ: ସାଢେ ୪ କୁଇଣ୍ଟାଲ ଖାଦ୍ୟ ନଷ୍ଟ

ବିଶେଷକରି ଖାଦ୍ୟରେ ରଙ୍ଗ ମିଶ୍ରଣ କରିବା ଉପରେ କଡା ନଜର ରଖିଛି ସିଏମସିର ସ୍ବାସ୍ଥ୍ୟ ବିଭାଗ । ଅଧିକାଂଶ ଦୋକାନୀ 4 ଦିନର ବାସିଖାଦ୍ୟ ରଖି ବିକ୍ରୟ କରିବା ପାଇଁ ଚେଷ୍ଟା ଚଳାଉ ଥିବା ସମୟରେ ଏହି ଚଢାଉ ହୋଇଥିଲା ।

ତେବେ ସ୍ବାସ୍ଥ୍ୟ ବିଭାଗର ଏଭଳି ଚଢ଼ାଉ ଫଳରେ ଅନେକ ବ୍ୟବସାୟୀ ଭୟରେ ବାସିଖାଦ୍ୟ ନଷ୍ଟ କରିଦେଉଥିବା ଦେଖିବାକୁ ମିଳିଥିଲା । ଏହି ପ୍ରକ୍ରିୟା ପ୍ରତ୍ୟକ ଦିନ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ପଞ୍ଚମ ଦିନରେ ବାଲିଯାତ୍ରାର ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରିଥିଲା ସିଏମସି ସ୍ୱାସ୍ଥ୍ୟ ବିଭାଗ।ସ୍ୱାସ୍ଥ୍ୟ ବିଭାଗର ଟିମ ବିଭିନ୍ନ ଷ୍ଟଲ ଉପରେ ଚଢ଼ାଉ କରି ଆଜି ସାଢ଼େ ୪ କୁଇଣ୍ଟାଲ ରୁ ଅଧିକ ବାସିଖାଦ୍ୟ ନଷ୍ଟ କରିଛି।ବିଶେଷକରି ଖାଦ୍ୟରେ ରଙ୍ଗ ମିଶ୍ରଣ କରିବା ଉପରେ କଡା ନଜର ରଖିଛି ସିଏମସି ର ସ୍ୱାସ୍ଥ୍ୟ ବିଭାଗ। ଅଧିକାଂଶ ଦୋକାନୀ ୪ ଦିନର ବାସିଖାଦ୍ୟ ରଖି ବିକ୍ରୟ କରିବା ପାଇଁ ଚେଷ୍ଟା ଚାଲାଇ ଥିଲେ।ତେବେ ସ୍ୱାସ୍ଥ୍ୟ ବିଭାଗ ର ଏଭଳି ଚଢ଼ାଉ ଫଳରେ ଅନେକ ବ୍ୟବସାୟୀ ଭୟରେ ବାସିଖାଦ୍ୟ ନଷ୍ଟ କରିଦେଉଥିବା ଦେଖିବାକୁ ମିଳିଥିଲା।ତେବେ ଏହି ଚଢ଼ାଉ ପ୍ରକ୍ରିୟା ପ୍ରତ୍ୟକ ଦିନ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.