ETV Bharat / state

ଅମ୍ଫାନ ପାଇଁ ପ୍ରସ୍ତୁତ ଏନଡିଆରଫ ଟିମ, 4 ଜିଲ୍ଲାକୁ ଗଲେ 11 ଟିମ୍‌ - କଟକ ନ୍ୟୁଜ

11ଟି ଏନଡିଆରଏଫ୍‌ ଟିମ ପ୍ରଭାବିତ 4ଟି ଜିଲ୍ଲାକୁ ଗସ୍ତ କରିଛନ୍ତି । ସମ୍ଭାବ୍ୟ ଅମ୍ଫାନ ବାତ୍ୟାକୁ ନେଇ ଟିମ ପ୍ରସ୍ତୁତ ।

ଅମ୍ଫାନ ପାଇଁ  ପ୍ରସ୍ତୁତ ଏନଡିଆରଫ ଟିମ, 11ଟିମ ପ୍ରଭାବିତ 4ଜିଲ୍ଲାକୁ ଗସ୍ତ
ଅମ୍ଫାନ ପାଇଁ ପ୍ରସ୍ତୁତ ଏନଡିଆରଫ ଟିମ, 11ଟିମ ପ୍ରଭାବିତ 4ଜିଲ୍ଲାକୁ ଗସ୍ତଅମ୍ଫାନ ପାଇଁ ପ୍ରସ୍ତୁତ ଏନଡିଆରଫ ଟିମ, 11ଟିମ ପ୍ରଭାବିତ 4ଜିଲ୍ଲାକୁ ଗସ୍ତ
author img

By

Published : May 17, 2020, 10:36 AM IST

Updated : May 17, 2020, 3:37 PM IST

କଟକ/ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ଏନଡିଆରଏଫ ଟିମ ପ୍ରସ୍ତୁତ । ଆଜି(ରବିବାର) 11ଟି ଏନଡିଆରଏଫ୍‌ ଟିମ ପ୍ରଭାବିତ 4ଟି ଜିଲ୍ଲାକୁ ଗସ୍ତ କରିଛନ୍ତି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ଅମ୍ଫାନର ବେଶ୍‌ ପ୍ରଭାବ ରହିବ ।

ଅମ୍ଫାନ ପାଇଁ ପ୍ରସ୍ତୁତ ଏନଡିଆରଫ ଟିମ, 4 ଜିଲ୍ଲାକୁ ଗଲେ 11 ଟିମ୍‌

ସୂଚନାନୁସାରେ, କେନ୍ଦ୍ରାପଡା ୨ଟି ଟିମରେ ୪୧ ଜଣ, ଜଗତସିଂହପୁରରେ ଗୋଟିଏ ଟିମ୍‌ରେ ୨୧ ଜଣ, ପୁରୀକୁ ଗୋଟିଏ ଟିମରେ ୨୧ ଜଣ, ଯାଜପୁରକୁ ଗୋଟିଏ ଟିମରେ ୧୮ ଜଣ, ଭଦ୍ରକକୁ ୨ଟି ଟିମରେ ୪୨ଜଣ, ବାଲେଶ୍ବରକୁ ୨ଟି ଟିମରେ ୩୯ଜଣ, ମୟୂରଭଞ୍ଜକୁ ଗୋଟିଏ ଟିମରେ ୨୦ଜଣ ବିଭିନ୍ନ ବାତ୍ୟା ମୁକାବିଲା ସଂରଞ୍ଜାମ ନେଇ ବାହାରିଛନ୍ତି ।

ତେବେ କୋରୋନାକୁ ଦୃଷ୍ଟିରେ ରଖି ଏନଡିଆରଏଫ୍‌ ଟିମଙ୍କୁ ସାନିଟାଇଜର, ମାସ୍କ, ପିପିଇ କିଟ୍‌ ଯୋଗାଇ ଦିଆଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌ ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 17, 2020, 3:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.