ETV Bharat / state

ମହାନଦୀ ପଠାରେ ଫସିଛନ୍ତି ହାତୀପଲ - ମହାନଦୀ ପଠାରେ ଫସିଲେ ହାତୀପଲ

ମହାନଦୀ ପଠାରେ ଫସିଯାଇଛନ୍ତି ହାତୀପଲ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 17, 2019, 10:14 AM IST

କଟକ: ମହାନଦୀ ପଠାରେ ଫସି ରହିଛନ୍ତି 11ଟି ହାତୀ । ଆଠଗଡ ସୁକାଶନ ଜଙ୍ଗଲରୁ ଏହି ହାତୀପଲ ବାଙ୍କି ଚନ୍ଦକା ଅଭ୍ୟୟାରଣ୍ୟକୁ ଆସିବା ସମୟରେ ଭାଗୀପୁର ମହାନଦୀ ପଠାରେ ଫସି ଯାଇଛନ୍ତି । ତେବେ ହାତୀପଲକୁ ଉଦ୍ଧାର କରିବା ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସମସ୍ତ ହାତୀ ସୁରକ୍ଷିତ ଅଛନ୍ତି । ତେବେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ କହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମହାନଦୀ ମଝିରେ ଫସିରହିଛନ୍ତି 11 ଟି ହାତୀ। ଆଠଗଡ ସୁକାଶନ ଜଙ୍ଗଲରୁ ଏହି ହାତୀପଲ ଵାଙ୍କି ଚନ୍ଦକା ଅଭ୍ୟାରଣକୁ ଆସିବା ସମୟରେ ଭାଗୀପୁର ମହାନଦୀ ପଠାରେ ଫସି ଯାଇଛନ୍ତି। ତେବେ ହାତୀପଲ କୁ ଉଦ୍ଧାର କରିବା ପାଇଁ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି।ସମସ୍ତ ହାତୀ ସୁରକ୍ଷିତ ସ୍ଥାନରେ ଅଛନ୍ତି।ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲରେ ଛଡ଼ା ଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.