ETV Bharat / state

'କୃଷକଙ୍କୁ ପାଣି ମିଳୁନି, ସରକାର ମଦ ବିକ୍ରିକୁ ଅନୁମତି ଦେଉଛନ୍ତି'

ମୁଖ୍ୟ ରାଜରାସ୍ତାରେ ହଜାର ହଜାର ମିଳିତ ମଞ୍ଚର ନିଶା ମୁକ୍ତ ଅଭିଯାନର କର୍ମୀ ଏହି ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ପୁରୁଷ ସମେତ ମହିଳା ଏହି ଆନ୍ଦୋଳନ କରିଥିଲେ ।

author img

By

Published : Feb 7, 2019, 5:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
ଭୁବନେଶ୍ବର: କୃଷକଙ୍କ ପାଇଁ ପାଣି ନାହିଁ । କିନ୍ତୁ ସରକାର ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଛି । ଏହାକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ମହିଳା । ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶହ ଶହ ମହିଳା । ଆଉ ରାଜରାସ୍ତାକୁ ଅବରୋଧ କରିଛନ୍ତି ।
undefined

ମୁଖ୍ୟ ରାଜରାସ୍ତାରେ ହଜାର ହଜାର ମିଳିତ ମଞ୍ଚର ନିଶା ମୁକ୍ତ ଅଭିଯାନର କର୍ମୀ ଏହି ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ପୁରୁଷ ସମେତ ମହିଳା ଏହି ଆନ୍ଦୋଳନ କରିଥିଲେ । ସହିଦ ନଗର ଥାନା ଅଧୀନରେ ଥିବା ସତସଙ୍ଗ ବିହାର ନିକଟରେ ରାଜରାସ୍ତାକୁ ଅବରୋଧ କରି ଶତାଧିକ ମହିଳା ମଦ ବିରୋଧୀ ଆନ୍ଦୋଳନ କରିଥିଲେ ।

ଫଳରେ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଫଳରେ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା । ଏହାସହ ସେଠାରୁ କର୍ମୀମାନଙ୍କୁ ଘଉଡାଇଥିଲ। । ଏହାପରେ ଯାତାୟତ ସମସ୍ୟା ହଟିଥିଲା । ଘଟଣା ସ୍ଥଳରେ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ପ୍ରାୟ ୩ଘଣ୍ଟା ଧରି ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିଲେ ।

ଭୁବନେଶ୍ବରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.