ETV Bharat / state

ଘଡଘଡି ଓ ଝଡତୋଫୋନରେ କମିଛି ମୃତ୍ୟୁ ସଂଖ୍ୟା - thunderstorms

2018-19ରେ ରାଜ୍ୟରେ ବିଜୁଳି ଓ ଝଡତୋଫାନରେ ମୃତ୍ୟୁସଂଖ୍ୟା କମିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 13, 2019, 11:01 AM IST

ଭୁବନେଶ୍ବର: ରାଜ୍ୟରେ ବିଜୁଳି ଓ ଝଡତୋଫାନରେ ଅନେକ ସମୟରେ ଲୋକଙ୍କ ମୃତ୍ୟ ଖବର ସମ୍ନାକୁ ଆସୁଥିବା ବେଳେ 2018-19ରେ ବିଜୁଳି ଓ ଘଡଘଡିରେ ମୃତ୍ୟୁ ସଂଖ୍ୟା ଆଶାଠାରୁ ଅଧିକ କମିଥିବା ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଅଧିକରୀ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

2015-16ରେ ବିଜୁଳି ଓ ଘଡଘଡିରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 401 ଥିବା ବେଳେ 2016-17ରେ 400 ଓ 2017-18ରେ ଏହା 465 ଥିଲା । ମାତ୍ର 2018-19ରେ ଏହି ସଂଖ୍ୟା ଖସି 320ରେ ପହଞ୍ଚିଛି। ଗତବର୍ଷ ବିଜୁଳି ଓ ଘଡଘଡିରେ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ଅନେକ ପଦକ୍ଷେପ ଉଠାଯାଇଥିବା ବେଳେ ଏଥିରେ ସଫଳତା ମିଳିଥିବା ବିଷ୍ଣୁପଦ କହିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.