ETV Bharat / state

ରଜନୀକାନ୍ତ ସିଂ ଉପବାଚସ୍ପତି ନିର୍ବାଚିତ - angul

ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଷୋଡଶ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ନେଇ ଜଣାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଫାଇଲ ଫଟୋ
author img

By

Published : Jun 27, 2019, 12:09 PM IST

Updated : Jun 27, 2019, 12:23 PM IST

ଭୁବନେଶ୍ବର: ଷୋଡଶ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଶାସକ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ରଜନୀକାନ୍ତ ସିଂହ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏନେଇ ବିଧାନସଭାରେ ପ୍ରସ୍ତାଵ ଅଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ବିରୋଧିଙ୍କ ପକ୍ଷରୁ ଉପବାଚସ୍ପତି ପଦ ପାଇଁ କେହି ଆବେଦନ କରିନଥିଲେ। ତେଣୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବାକୁ ରଜନୀକାନ୍ତ ସିଂହଙ୍କ ପାଇଁ ବାଟ ସଫା ହୋଇଥିଲା। 2004ରୁ କ୍ରମାଗତ ଭାବେ ଅନୁଗୋଳ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି। ବିଧାନସଭାରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ଉପବାଚସ୍ପତି ପଦ ସେ ଉପଯୁକ୍ତ ପ୍ରାର୍ଥୀ ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ ହୋଇଛନ୍ତି ଉପବାଚସ୍ପତି। ବାଚସ୍ପତି ଏହା ଘୋଷଣା କରିଛନ୍ତି। ଏନେଇ ବିଧାନସଭା ରେ ପ୍ରସ୍ତାଵ ଅଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପ୍ରସ୍ତାବ କୁ ସମର୍ଥନ କରିଛନ୍ତି। ଯେହେତୁ କେହି ବିରୋଧୀ ଆବେଦନ କରି ନାହାନ୍ତି ତେଣୁ ରଜନୀକାନ୍ତ ଙ୍କ ପାଇଁ ବାଟ ସଫା ହୋଇଥିଲା। 2004ରୁ ସେ ବିଧାୟକ ଭାବେ ଜିତି ଆସୁଛନ୍ତି। ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ତେଣୁ ସେ ହିଁ ଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Body:ହହ

Conclusion:
Last Updated : Jun 27, 2019, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.