ETV Bharat / state

କଂଗ୍ରେସକୁ ଝଟକା: ଦଳ ଛାଡିଲେ ସୋନାଲୀ - odisha congress

ଗୁରୁବାର ଦଳର ସାଧାରଣ ସମ୍ପାଦକ ତଥା ଦଳୀୟ ମୁଖପାତ୍ର ସୋନାଲୀ ସାହୁ କଂଗ୍ରେସକୁ ବାଏ ବାଏ କହିଛନ୍ତି। ଦଳ ଛାଡିବାର କାରଣ ଦଳୀୟ ନେତୃବୃନ୍ଦ ବୋଲି ସେ ଦର୍ଶାଇଛନ୍ତି।

ଫଟୋ ସୌଜନ୍ୟ: FACEBOOK@Sonali Sahoo
author img

By

Published : Apr 11, 2019, 1:32 PM IST

Updated : Apr 11, 2019, 3:08 PM IST

ଭୁବନେଶ୍ବର: ଦଳ ଉପରେ ପଡିଥିବା ଶନିଦଶାରୁ ମୁକୁଳି ପାରୁନାହିଁ ଓଡିଶା କଂଗ୍ରେସ। ଜଣଙ୍କ ପରେ ଜଣେ ନେତା ଦଳକୁ ବାଏ ବାଏ କହିବାରେ ଲାଗିଛନ୍ତି। ଖାସ୍‌ କରି ଦଳର ମହିଳା ଶାଖା ନିର୍ବାଚନ ପୂର୍ବରୁ ଭାଙ୍ଗିଯିବା ଅବସ୍ଥାରେ ପ୍ରାୟ ପହଞ୍ଚି ସାରିଲାଣି । କିଛି ଦିନ ପୂର୍ବରୁ ଏହାର ସଭାନେତ୍ରୀ ସୁମିତ୍ରା ଜେନା ଦଳ ଛାଡି ବିଜେଡିରେ ସାମିଲ ହୋଇ ସାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେେଶ୍ବର
ଏହିକ୍ରମରେ ଗୁରୁବାର ଦଳର ସାଧାରଣ ସମ୍ପାଦକ ତଥା ଦଳୀୟ ମୁଖପାତ୍ର ସୋନାଲୀ ସାହୁ କଂଗ୍ରେସକୁ ବାଏ ବାଏ କହିଛନ୍ତି। ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାଇ ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । କଂଗ୍ରେସ ଛାଡିବାର କାରଣ ପାଇଁ ସେ ଦଳୀୟ ନେତୃବୃନ୍ଦଙ୍କୁ ଦାୟୀ କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଈଟିଭି ଭାରତ

Last Updated : Apr 11, 2019, 3:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.