ETV Bharat / state

ବଜେଟ ପାଇଁ ବଜାରରୁ ଋଣ ଆଣିବେ ସରକାର - ବଜେଟ

ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜାରରୁ ଋଣ ଆଣିବା ନେଇ ନିଷ୍ପତ୍ତି ନେଇଛନ୍ତି । ଖୋଲା ବଜାରରୁ 12,032 କୋଟି ଋଣ ଆଣିବାକୁ ଟାର୍ଗେଟ ଥିବା ବେଳେ 5512 କୋଟି ଟଙ୍କା ସରକାର ଆଣିଛନ୍ତି ବୋଲି ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 28, 2019, 7:59 PM IST

ଭୁବନେଶ୍ବର: 2019-20 ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜାରରୁ ଋଣ ଆଣିବେ ବୋଲି କହିଛନ୍ତି । ପ୍ରାୟ 16,434 କୋଟି ଟଙ୍କା ଋଣ ଆଣିବାକୁ ଯୋଜନା କରିଛନ୍ତି ସରକାର । ତେବେ ଏହା କେବଳ ଆକଳନ କରାଯାଇଛି, ଆହୁରି କମ ହୋଇପାରେ ବୋଲି ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

2018-19ରେ ଖୋଲା ବଜାରରୁ 12,032 କୋଟି ଋଣ ଆଣିବାକୁ ଟାର୍ଗେଟ ଥିବା ବେଳେ 5512 କୋଟି ଟଙ୍କା ସରକାର ଆଣିଛନ୍ତି ବୋଲି ଅଶୋକ କହିଛନ୍ତି । 2018-19ରେ 10,002 କୋଟି ଟଙ୍କା ମୋଟ ଋଣ ଥିଲା ।

ମୋଟ ଋଣ ଏକ ଲକ୍ଷ 6 ହଜାର କୋଟି ଛୁଇଁଥିବା ବେଳେ ଚଳିତବର୍ଷ 23 ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

wrwe

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.