ETV Bharat / state

27ରେ ବିଜେଡିର ଶପଥ ଗ୍ରହଣ ଉତ୍ସବ

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ । ଆସନ୍ତା ୨୭ରେ ଶପଥ ଗ୍ରହଣ । ଫନି ପାଇଁ ଏଥର ନିରାଡମ୍ବର ଉତ୍ସବରେ ନବୀନ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

author img

By

Published : May 24, 2019, 1:02 PM IST

ଡିଜାଇନ ଫଟୋ

ଭୁବନେଶ୍ବର: କାମ ଦେଲାନି ମୋଦି ମ୍ୟାଜିକ । ଓଡିଶା ଶାସନ ଭାର ପୁଣି ନବୀନଙ୍କ ହାତରେ । ଦ୍ବିତୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି ବିଜେପି । ରାଜ୍ୟରେ ୧୧୨ ଆସନ ସହ ବିଜେଡିର ବଡ ବିଜୟ । ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ । ଆସନ୍ତା ୨୭ରେ ଶପଥ ଗ୍ରହଣ । ଫନି ପାଇଁ ଏଥର ନିରାଡମ୍ବର ଉତ୍ସବରେ ନବୀନ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

ଏଠାରେ ସୂଚନା ଯୋଗ୍ୟ ୨୦୧୯ ନିର୍ବାଚନରେ ବିଜେଡିକୁ ବିପୁଳ ସଫଳତା ମିଳିଛି । 146ଟି ଆସନରୁ 112 ଆସନ ଅକ୍ତିଆର କରିଛି ବିଜେଡି । ଏହାସହ କ୍ରମାଗତ ପଞ୍ଚମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦିନ ଶପଥ ନେବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଶନିବାର ବିଜେଡି ବିଧାୟକ ଦଳର ବୈଠକ ବସିବ । ସେଥିରେ ନବ ନିର୍ବାଚିତ ସମସ୍ତ ପ୍ରାର୍ଥୀ ଯୋଗ ଦେବ। ବୈଠକ ପରେ ଶପଥ ଗ୍ରହଣ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯିବ ବୋଲି ଜଣାପଡିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.