ETV Bharat / state

ଜୁଲାଇ 7 ସୁଦ୍ଧା ମିଳିବ ମାର୍କସିଟ - ମାର୍କସିଟ

ଜୁଲାଇ 7 ତାରିଖ ସୁଦ୍ଧା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ମାର୍କସିଟ ମିଳିବ ବୋଲି ଗଣଶିକ୍ଷା ବିଭାଗ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ରିଆଡମିସନ ଓ ରିଚେକିଂ ପାଇଁ ଆସନ୍ତା 24 ଜୁନ 2019ରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 21, 2019, 6:55 PM IST

ଭୁବନେଶ୍ବର: ଗୀତ ଗୋବିନ୍ଦ ଭବନରେ ଶୁକ୍ରବାର ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ମାର୍କସିଟ ଜୁଲାଇ 7 ତାରିଖ ସୁଦ୍ଧା ମିଳିବ ବୋଲି ଗଣଶିକ୍ଷା ବିଭାଗ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରିଆଡମିସନ ଓ ରିଚେକିଂ ପାଇଁ ଆସନ୍ତା 24 ଜୁନ 2019ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାର ସବିଶେଷ ବିବରଣୀ ସିଏଚଏସଇ ଓଡିଶା ଓ୍ବେବସାଇଟରେ ପ୍ରକାଶ ପାଇବ ବୋଲି ପଟ୍ଟନାୟକ କହିଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇବାର 15 ଦିନ ମଧରେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।

ସେହିପରି ଇନସାଣ୍ଟ ପରୀକ୍ଷା ପାଇଁ ମଧ୍ୟ 24 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅମରେନ୍ଦ୍ର ଜଣାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.