ETV Bharat / state

କାଳିଆ ଯୋଜନା: ଖୁବଶୀଘ୍ର ପ୍ରକାଶ ପାଇବ ବଞ୍ଚିତ ହିତାଧିକାରୀଙ୍କ ତାଲିକା - kalia scheam

କାଳିଆ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ତାଲିକା ଶୀଘ୍ର ପ୍ରକାଶ ପାଇବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଯେପରି ଉପଯୁକ୍ତ ଚାଷୀ ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇ ତାଲିକା ପ୍ରସ୍ତୁତି ହେଉଥିବା ମନ୍ତ୍ରୀ କହିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 10, 2019, 2:09 PM IST

ଭୁବନେଶ୍ବର: ଏବେ ସୁଦ୍ଧା 50 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ କାଳିଆ ଯୋଜନାରେ ସାମିଲ ହେବା ସହିତ ଏହାର ଲାଭ ହାସଲ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଯେଉଁ ଚାଷୀ ଏହି ଯୋଜନାରେ ସାମିଲ ହୋଇଛନ୍ତି ଓ ଏହାର ବକେୟା କିସ୍ତିର ଅର୍ଥ ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁ ମିଳିନଥିଲା ସେମାନଙ୍କୁ ସରକାର ଗଠନ ପରେ ପରେ ତାହା ପ୍ରଦାନ କରାଯାଇଥିବା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବର୍ତ୍ତମାନ ଯାଏ କାଳିଆ ଯୋଜନାରୁ ବଞ୍ଚିତ ହୋଇଥିବା ଚାଷୀଙ୍କୁ ସାମିଲ ପାଇଁ ସେମାନଙ୍କ ଯାଞ୍ଚ ଚାଲିଥିବା ମନ୍ତ୍ରୀ କହିଛନ୍ତି । ଯେପରି ଉପଯୁକ୍ତ ଚାଷୀ ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇ ତାଲିକା ପ୍ରସ୍ତୁତି ହେଉଥିବା ସେ ଦର୍ଶାଇଛନ୍ତି । ଏହି ତାଲିକା ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଏବେ ସୁଦ୍ଧା 50 ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀ କାଳିଆ ଯୋଜନା ରେ ସାମିଲ ହେବା ସହିତ ଏହାର ସୁବିଧା ହାସଲ କରିସାରିଛନ୍ତି।ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁସାରେ ଏହି ଯୋଜନାରେ ସାମିଲ ହୋଇଥିବା ଚାଷୀ ଯେଉଁମାନେ ଏହାର ବକେୟା କିସ୍ତିର ଅର୍ଥ ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁ ପାଇଁ ପାରି ନ ଥିଲେ ସେମାନଙ୍କୁ ସରକାର ଗଠନ ପରେ ପରେ ତାହା ପ୍ରଦାନ କରାଯାଇଥିବା କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ।Body:ତେବେ ଏହି ଯୋଜନାରୁ ବଞ୍ଚିତ ହୋଇଥିବା ଉପଯୁକ୍ତ ଚାଷୀଙ୍କୁ ସାମିଲ ପାଇଁ ସେମାନଙ୍କ ଭେରୀଫିକେସନ ଚାଲିଥିବା ସେ କହିଛନ୍ତି।ଯେପରି ଉପଯୁକ୍ତ ଚାଷୀ ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇ ତାଲିକା ପ୍ରସ୍ତୁତି ହେଉଥିବା ସେ କହିଛନ୍ତି।ଯାହାକି ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
ବାଇଟ-ମନ୍ତ୍ରୀ ଅରୁଣ ସାହୁConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.