ETV Bharat / state

କଳ୍ପନାଙ୍କ ପାର୍ଥିବ ଶରୀର ଆସିବାରେ ପୁଣି ବିଳମ୍ବ

ଶନିବାର ରାତି 9ଟାରେ କଳ୍ପନାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବର ଅଣାଯିବାର ଥିବା ବେଳେ ଏଥିରେ ଦେଖାଦେଇଛି ପୁଣି ବିଳମ୍ବ । ଫଳରେ ରବିବାର ସକାଳେ ଏହା ଓଡିଶା ମାଟି ଫେରିବା ନେଇ ସୂଚନା ମିଳିଛି ।

ଫାଇଲ ଫଟୋ
author img

By

Published : Jun 1, 2019, 9:15 PM IST

ଭୁବନେଶ୍ବର: ମାଉଣ୍ଟ ଏଭେରେଷ୍ଟରେ ପ୍ରାଣ ତ୍ୟାଗ କରିବା ପରେ କଳ୍ପନାଙ୍କୁ ଝୁରୁଛି ଜନ୍ମମାଟି । ଶନିବାର ରାତି 9ଟାରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବର ଅଣାଯିବାର ଥିବା ବେଳେ ଏଥିରେ ଦେଖାଦେଇଛି ପୁଣି ବିଳମ୍ବ । ଫଳରେ ରବିବାର ସକାଳେ ଏହା ଓଡିଶା ମାଟି ଫେରିବା ନେଇ ସୂଚନା ମିଳିଛି ।

ସୂଚନା ଅନୁଯାୟୀ କଳ୍ପନାଙ୍କ ମୃତ୍ୟୁର 9 ଦିନ ପରେ ତାଙ୍କ ଶରୀର ଓଡିଶା ମାଟି ଫେରିବାର ସୂଚନା ରହିଥିଲା । ତେବେ ଶନିବାର ସନ୍ଧ୍ୟା ସୁଦ୍ଧା ଏହା ନୂଆଦିଲ୍ଲୀରେ ପହଞ୍ଚିସାରିଛି । ହେଲେ ବାଧା ସୃଷ୍ଟି କରିଛି ଖରାପ ପାଗ । ଫଳରେ ବିମାନ ସେବା ବାଧାପ୍ରାପ୍ତ ହୋଇ ରବିବାର ସକାଳେ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ନେଇ ଜଣା ପଡିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାଶ, ଇଟିଭି ଭାରତ

SLUG-LOOT
AVO-MRUTYUNJAY SENAPATI,MAYURBHANJ
DATE-01.06.2019
ANCHOR-ବାରିପଦା ସହର ୱାର୍ଡ ନମ୍ବର ୯  ମଧୁବନ ଅଞ୍ଚଳରୁ ଚୋରୀ। ମଧୁବନ କାର୍ତ୍ତିକ ମହାନ୍ତି ଙ୍କ ଘରେ ଭଡାରେ ରହୁଥିବା ଦେବେନ୍ଦ୍ର ପାତ୍ର ଙ୍କ ଘରୁ ଚୋରୀ। ଗତକାଲି ବିଳମ୍ବିତ ରାତ୍ରିରେ ଝରକା ଗ୍ରୀଲ ତାଡି ଚୋର ମାନେ ଚୋରି କରିଛନ୍ତି। ଅଭିଯୋଗ ଅନୁଯାୟୀ ଆଲମାରୀ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଚୋରି କରିନେଇଛନ୍ତି। ଅଭିଯୋଗ ପରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସହର ଭିତରେ ବାରମ୍ବାର ଚୋରୀ ହେଉଥିବା ବେଳେ ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି। ଗତ କିଛି ଦିନ ଭିତରେ ସହରରେ ଚୋର ଙ୍କ ସଂଖ୍ୟା ବଢିଥିବା ବେଳେ ଚୋରି ମଧ୍ୟ ବଢ଼ିବାରେ ଲାଗିଛି।  ବାରିପଦା ଟାଉନ ଥାନା ପକ୍ଷରୁ ସହର ରେ ରାତ୍ରି କାଳୀନ ପେଟ୍ରୋଲିଂ କୁ କଡାକଡି କରିବା ପାଇଁ ବାରିପଦା ବାସୀ ଦାବି କରିଛନ୍ତି।

Visual FTP
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.