ETV Bharat / state

ଏଣିକି 10ରୁ ସାଢେ 5 ଖୋଲିବ ସରକାରୀ ଅଫିସ, ମାସର ଶେଷ ଶନିବାର ଛୁଟି - office

ସରକାରୀ ଚାକିରିଆଙ୍କୁ ମାସର ଶେଷ ଶନିବାର ମିଳିବ ଛୁଟି । ଏଥିସହ ଡ୍ୟୁଟି ସମୟ ଦିନ 10ଟାରୁ ସାଢେ 5 ରହିବ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 22, 2019, 7:43 PM IST

ଭୁବନଶ୍ବର: ସରକାରୀ ଚାକିରିଆଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ । ଏଣିକି ପ୍ରତ୍ୟେକ ମାସର 4ର୍ଥ ଶନିବାର ବନ୍ଦ ରହିବ ସରକାରୀ ଅଫିସ । ଏଥିସହ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ ସମୟ ସକାଳ 10ଟାରୁ ସନ୍ଧ୍ୟା ସାଢେ 5ଟା ପର୍ଯ୍ୟନ୍ତ ରହିବ ।

ଆଉ ଏହା ମଧ୍ୟରେ ମଧ୍ଯାହ୍ନ ଭୋଜନ ବିରତି ଅଧଘଣ୍ଟା (ସାଢେ 1ରୁ 2ଟା) କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଅର୍ଡରଟି ଭ୍ୟାକେଣ୍ଟ ଡିପାର୍ଟମେଣ୍ଟ ପାଇଁ ଲାଗୁ ହେବ ନାହିଁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ରାଜ୍ୟର ମୋଟ 966 ପ୍ରାଥମିକ ସ୍କୁଲରେ ତାଲା ପଡିବ। ବିଶେଷକରି 10ରୁ କମ ଛାତ୍ରଛାତ୍ରୀ ଥିଲେ ବନ୍ଦ ହେବ ସ୍କୁଲ। ଚଳିତ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। 1 କିଲୋମିଟର ଦୂରତା ମଧ୍ୟରେ ଥିବା ସ୍କୁଲକୁ ମିଳିବନି ଗସ୍ତ ଖର୍ଚ୍ଚ। 1 କିଲୋମିଟର ବାହାରେ ଥିବା ସ୍କୁଲକୁ ଗସ୍ତ ଖର୍ଚ୍ଚ। 70 ପ୍ରତିଶତ ଉପସ୍ଥାପନ ଥିଲେ ମାସକୁ 600 ଟଙ୍କା। 50ରୁ 74 ପ୍ରତିଶତ ଉପସ୍ଥାନ ଥିଲେ ମାସକୁ 400 ଟଙ୍କା ମିଳିବ । ସେହିପରି 30ରୁ 49 ପ୍ରତିଶତ ଉପସ୍ଥାନ ଥିଲେ ମାସକୁ 300 ଟଙ୍କା। 30 ପ୍ରତିଶତରୁ କମ ରହିଲେ ମିଳିବନି ଗସ୍ଥ ଖର୍ଚ୍ଚ। ଖରା ଛୁଟିକୁ ବାଡ଼ ଦେଇ 10 ମାସ ପାଇଁ ମିଳିବ ଖର୍ଚ୍ଚ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା। ଅଭିଭାବକ ଙ୍କ ଆକାଉଣ୍ଟ କୁ ଯିବା ସହାୟତା ରାଶି।

Body:ବାଇଟ ସମୀର ଦାସ, ଗଣଶିକ୍ଷା ମନ୍ତ୍ରୀ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.