ETV Bharat / state

ହାରିଲା ବର୍ଷା, ଜିତିଲେ ଭକ୍ତ - ରଥଯାତ୍ରା

ପବିତ୍ର ରଥଯାତ୍ରା ପାଇଁ ଗାଁଠାରୁ ସହର ସବୁ ଚଳଚଞ୍ଚଳ । ଜୟ ଜଗନ୍ନାଥ ଧ୍ବନୀରେ କମ୍ପି ଉଠୁଛି ସାରା ପରିବେଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 4, 2019, 3:00 PM IST

ଭୁବନେଶ୍ବର: ପବିତ୍ର ରଥଯାତ୍ରା ପାଇଁ ଗାଁଠାରୁ ସହର ସବୁ ଚଳଚଞ୍ଚଳ । ଜୟ ଜଗନ୍ନାଥ ଧ୍ବନୀରେ କମ୍ପି ଉଠୁଛି ସାରା ପରିବେଶ । ଏମିତିରେ ରାଜଧାନୀରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ସମାଗମ । ତେବେ ପ୍ରବଳ ବର୍ଷା ସତ୍ତ୍ବେ ସମସ୍ତ ଜଗନ୍ନାଥ ମନ୍ଦିର ସାମ୍ନାରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅପଲକ ନୟନରେ ସଭିଙ୍କ ଅପେକ୍ଷା ପ୍ରଭୁ କେତେବେଳେ ମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବେ । ତେବେ ରାଜଧାନୀରେ ବର୍ଷା ଜାରି ରହିଥିବା ସତ୍ତ୍ବେ ବେଶ୍‌ ଉତ୍ସାହର ସହ ଜମିଛି ଭକ୍ତଙ୍କ ଭିଡ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଉତ୍ସାହ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭକ୍ତ ର ଆରଧନା ଆଗରେ ହାର ମାନିଲା ବର୍ଷା

Body:ଆଜି ହେଉଛି ପବିତ୍ର ରଥ ଯାତ୍ର। ଆଉ ଏଥି ପାଇଁ ଚଳଚଞ୍ଚଳ ଗାଁ ଠାରୁ ସହର। ଠିକ ସେଭଳି ରାଜଧାନୀ ଭୁବନେଶ୍ବର ରେ ବି ସକାଳୁ ଭକ୍ତ ଙ୍କ ସମାଗମ ସବୁ ଜଗନ୍ନାଥ ମଦିରା ରେ ଦେଖିବା କୁ ମିଳିଛି। ଅନ୍ୟ ପଟେ ରାଜଧାନୀ ରେ ଆଜି ପ୍ରବଳ ବର୍ଷା ସତ୍ୱେ ମଧ୍ୟ ଭକ୍ତ ଙ୍କ ଭିଡ଼ ରଥ ସମୁଖ ରେ ଲାଗି ରହିଛି। କେତେବେଳେ ପ୍ରଭୁ ମଂଦିର ବେଢ଼ା ରୁ ବାହାରି ସର୍ବସସମୁଖ ରେ ଦର୍ଶନ ଦେବେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.