ETV Bharat / state

ସିପିଆଇ(ଏମ୍‌) ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷିତ - ସିପିଆଇ(ଏମ୍‌)

ଆଗାମୀ ନିର୍ବାଚନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ପକ୍ଷରୁ ଘୋଷଣା କରାଯାଇଛି ଦଳର ପ୍ରାର୍ଥୀ ତାଲିକା । ସୂଚନା ଦେଇଛନ୍ତି ଦଳର ସମ୍ପାଦକ ଅଳି କିଶୋର ପଟ୍ଟନାୟକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Mar 17, 2019, 11:18 PM IST

ଭୁବନେଶ୍ବର: ଆଗାମୀ ନିର୍ବାଚନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ପକ୍ଷରୁ ଘୋଷଣା କରାଯାଇଛି ଦଳର ପ୍ରାର୍ଥୀ ତାଲିକା । ସାରା ରାଜ୍ୟରେ ମୋଟ 6ଟି ସ୍ଥାନରେ ଦଳ ପ୍ରାର୍ଥୀ ଦେବ ବୋଲି ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦଳର ସମ୍ପାଦକ ଅଳି କିଶୋର ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ଅନୁଯାୟୀ ରାଜ୍ୟରେ ଗୋଟିଏ ମାତ୍ର ଲୋକସଭା ଆସନ ଭୁବନେଶ୍ବର ପାଇଁ ଦଳ ଜନାର୍ଦ୍ଦନ ପତିଙ୍କ ନାମ ଘୋଷଣା କରିଛି । ଏହା ବ୍ୟତୀତ ଦଳ ଅନ୍ୟ 5ଟି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଯେଉଁଥିରେ ସୁନ୍ଦରଗଡ଼ର ବଣେଇ ଆସନ ପାଇଁ ଲକ୍ଷ୍ମଣ ମୁଣ୍ଡା, ମୟୂରଭଞ୍ଜର ମୋରଡ଼ା ଆସନ ପାଇଁ ଗିରେନ୍ଦ୍ର ଗୋସ୍ବାମୀ, ଅନୁଗୋଳର ପାଲଲହଡା ଆସନ ପାଇଁ ମୀନା ପ୍ରଧାନ, ବାଲେଶ୍ଵରର ନୀଳଗିରି ଆସନ ପାଇଁ ଯୋଗାନନ୍ଦ ଦାଶ ଏବଂ ନୟାଗଡ଼ ଜିଲ୍ଲାର ରଣପୁର ଆସନ ପାଇଁ ନିତ୍ୟାନନ୍ଦ ପରିଡାଙ୍କ ନାମ ସ୍ଥିର ହୋଇଛି ।

ଏହା ବ୍ୟତୀତ ଅନ୍ୟ ସ୍ଥାନମାନଙ୍କରେ ଦଳ ବିଜେପି ଓ ବିଜେଡିର ଶାସନ ବିରୁଦ୍ଧରେ ପ୍ରଚାର କରିବ । ଅନ୍ୟପଟେ କଂଗ୍ରେସ ଭୁବନେଶ୍ବର ଲୋକସଭା ସମେତ ଅନ୍ୟ ସ୍ଥାନମାନଙ୍କରେ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କହିଥିବା ପ୍ରକାଶ କରିଛି ଦଳ । ତେଣୁ ଦଳର ବିଚାରଧାରାକୁ ସମର୍ଥନ କରିବା ସହ ଧର୍ମନିରପେକ୍ଷ ଚିନ୍ତାଧାରା ଓ ଶ୍ରମିକ ତଥା କୃଷକଙ୍କ ହିତ ପାଇଁ ଲଢେଇ କରୁଥିବା ଦଳ ଓ ପ୍ରାର୍ଥୀଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନ ଦେବା ପାଇଁ ପ୍ରକାଶ କରିଛନ୍ତି କିଶୋର ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

visualSolapur: The opposition has alleged Modi government for violating the Model Code of Conduct as a SBI ATM is advertising Prime Minister Narendra Modi's Jan Dhan and Mudra Yojana here.

With the announcement of 2019 Lok Sabha election dates, the Model Code of Conduct came into effect from Sunday in the country. But, even now the ATM screen's advertisement is carried with full effect.

The ATM is reportedly located in the heart of the city and it has a huge amount of daily visitors. The opposition has now questioned about the action that the government will be taking in this regards.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.