ETV Bharat / state

ଫଇସଲା-19, ପରାସ୍ତ ହେଲେ ଅନେକ ହେଭିୱେଟ - ହେଭିୱେଟ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ସାମ୍ନାକୁ ଆସିଛି ନିର୍ବାଚନୀ ମହାସମରର ଫଳାଫଳ । ଯେଉଁଥିରେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ପୁଣି କ୍ଷମତାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡିଜାଇନ ଫଟୋ
author img

By

Published : May 24, 2019, 3:49 AM IST

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ସାମ୍ନାକୁ ଆସିଛି ନିର୍ବାଚନୀ ମହାସମରର ଫଳାଫଳ । ଯେଉଁଥିରେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ପୁଣି କ୍ଷମତାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀଙ୍କୁ କଡା ଟକ୍କର ଦେଇ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ଷମତା ହାତେଇଛନ୍ତି ନବୀନ । ହେଲେ ଏହି ରେସ୍‌ରେ ପଛରେ ପଡିଯାଇଛନ୍ତି ରାଜ୍ୟର ଅନେକ ଚର୍ଚ୍ଚିତ ହେଭିୱେଟ ।

ନଜର ପକାନ୍ତୁ କେଉଁଠାରୁ ହାରିଛନ୍ତି କେଉଁ ହେଭିୱେଟ :


ଘସିପୁରା, ଭଣ୍ଡାରୀପୋଖରୀ - ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ)
ଆନନ୍ଦପୁର - ଜୟଦେବ ଜେନା (କଂଗ୍ରେସ)
ବାଲିକୁଦା- ଏରସମା - ଡାକ୍ତର ଦାମୋଦର ରାଉତ (ବିଜେପି)
ବାରବାଟୀ- କଟକ - ଦେବାଶିଷ ସାମନ୍ତରାୟ (ବିଜେଡି)
ଚିଲିକା - ପୃଥ୍ବୀରାଜ ହରିଚନ୍ଦନ (ବିଜେପି)
ରଣପୁର - ସୁରମା ପାଢୀ (ବିଜେପି)
ନିମାପଡା - ପ୍ରଭାତୀ ପରିଡା (ବିଜେପି)
ବ୍ରହ୍ମଗିରି - ସଞ୍ଜୟ ଦାସ ବର୍ମା (ବିଜେଡି)
ପୁରୀ - ମହେଶ୍ବର ମହାନ୍ତି (ବିଜେଡି)
ବାଙ୍କୀ - ଦେବାଶିଷ ପଟ୍ଟନାୟକ (କଂଗ୍ରେସ)
ବାରିପଦା - ସରୋଜିନୀ ହେମ୍ବ୍ରମ (ବିଜେଡି)
ବସ୍ତା - ରଘୁନାଥ ମହାନ୍ତି (ବିଜେପି)
ଚାନ୍ଦବାଲି - ମନମୋହନ ସାମଲ (ବିଜେପି)
କେନ୍ଦ୍ରାପଡ଼ା - ଗଣେଶ୍ବର ବେହେରା (କଂଗ୍ରେସ)
ପଦ୍ମପୁର - ପ୍ରଦୀପ ପୁରୋହିତ (ବିଜେପି)
ସମ୍ବଲପୁର - ରାସେଶ୍ବରୀ ପାଣିଗ୍ରାହୀ (ବିଜେଡି)
ସାଲେପୁର - ପ୍ରକାଶ ବେହେରା (ବିଜେପି)
ଜଗତସିଂହପୁର - ଚିରଞ୍ଜୀବ ବିଶ୍ବାଳ (କଂଗ୍ରେସ)

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ସାମ୍ନାକୁ ଆସିଛି ନିର୍ବାଚନୀ ମହାସମରର ଫଳାଫଳ । ଯେଉଁଥିରେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ପୁଣି କ୍ଷମତାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀଙ୍କୁ କଡା ଟକ୍କର ଦେଇ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ଷମତା ହାତେଇଛନ୍ତି ନବୀନ । ହେଲେ ଏହି ରେସ୍‌ରେ ପଛରେ ପଡିଯାଇଛନ୍ତି ରାଜ୍ୟର ଅନେକ ଚର୍ଚ୍ଚିତ ହେଭିୱେଟ ।

ନଜର ପକାନ୍ତୁ କେଉଁଠାରୁ ହାରିଛନ୍ତି କେଉଁ ହେଭିୱେଟ :


ଘସିପୁରା, ଭଣ୍ଡାରୀପୋଖରୀ - ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ)
ଆନନ୍ଦପୁର - ଜୟଦେବ ଜେନା (କଂଗ୍ରେସ)
ବାଲିକୁଦା- ଏରସମା - ଡାକ୍ତର ଦାମୋଦର ରାଉତ (ବିଜେପି)
ବାରବାଟୀ- କଟକ - ଦେବାଶିଷ ସାମନ୍ତରାୟ (ବିଜେଡି)
ଚିଲିକା - ପୃଥ୍ବୀରାଜ ହରିଚନ୍ଦନ (ବିଜେପି)
ରଣପୁର - ସୁରମା ପାଢୀ (ବିଜେପି)
ନିମାପଡା - ପ୍ରଭାତୀ ପରିଡା (ବିଜେପି)
ବ୍ରହ୍ମଗିରି - ସଞ୍ଜୟ ଦାସ ବର୍ମା (ବିଜେଡି)
ପୁରୀ - ମହେଶ୍ବର ମହାନ୍ତି (ବିଜେଡି)
ବାଙ୍କୀ - ଦେବାଶିଷ ପଟ୍ଟନାୟକ (କଂଗ୍ରେସ)
ବାରିପଦା - ସରୋଜିନୀ ହେମ୍ବ୍ରମ (ବିଜେଡି)
ବସ୍ତା - ରଘୁନାଥ ମହାନ୍ତି (ବିଜେପି)
ଚାନ୍ଦବାଲି - ମନମୋହନ ସାମଲ (ବିଜେପି)
କେନ୍ଦ୍ରାପଡ଼ା - ଗଣେଶ୍ବର ବେହେରା (କଂଗ୍ରେସ)
ପଦ୍ମପୁର - ପ୍ରଦୀପ ପୁରୋହିତ (ବିଜେପି)
ସମ୍ବଲପୁର - ରାସେଶ୍ବରୀ ପାଣିଗ୍ରାହୀ (ବିଜେଡି)
ସାଲେପୁର - ପ୍ରକାଶ ବେହେରା (ବିଜେପି)
ଜଗତସିଂହପୁର - ଚିରଞ୍ଜୀବ ବିଶ୍ବାଳ (କଂଗ୍ରେସ)

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ରାଜ୍ୟ ରେ ପୁଣି ଥରେ ଚାଲିଛି ନବୀନ ଯାଦୁ ।ବିରୋଧୀ ଙ୍କ ସବୁ ରାଜନୈତିକ ଚାଲ ଆଗରେ ଭାରି ପଡିଛନ୍ତି ନବୀନ । ବିଜୁଜନତା ଦଳ ରାଜ୍ୟରେ ପୁଣି ଥରେ କ୍ଷମତା ଦଖଲ କରିବାକୁ ଯାଉଛି। ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ପୁଣି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରି କ୍ଷମତାକୁ ଫେରିବେ । ତେବେ ଚଳିତ ନିର୍ବାଚନର ଅନେକ ହେଭିଓ୍ଵେଟ୍ ଙ୍କ ପରାଜିତ ହେବାକୁ ପଡିଛି ।ଆସନ୍ତୁ ନଜର ପକାଇବା । ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ୨ଟି ଆସନରୁ ଲଢ଼ିଥିଲେ ମଧ୍ୟ ଉଭୟ ଘଷିପୁରା ଏବଂ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି । ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମଧ୍ୟ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ବରିଷ୍ଠ ରାଜନେତା ତଥା ବାଲିକୁଦା-ଏରସମାର ବିଜେପି ପ୍ରାର୍ଥୀ ଡ଼ାକ୍ତର ଦାମୋଦର ରାଉତ ମଧ୍ୟ ପରାସ୍ତ ହୋଇଛନ୍ତି। ବାରବାଟୀ-କଟକ ଆସନରୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ମଧ୍ୟ ପରାଜୟର ସାମନା କରିବାକୁ ପଡୁଛି। ସେହିପରି ଚିଲିକା ଆସନରୁ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ପରାଜୟର ସାମନା କରିବାକୁ ପଡୁଛି। ବରିଷ୍ଠ ବିଜେପି ନେତ୍ରୀ ସୁରମା ପଢ଼ୀ ଏବଂ ପ୍ରଭାତୀ ପରିଡାଙ୍କୁ ମଧ୍ୟ ପରାଜୟର ସ୍ୱାଦ ଚାଖିବାକୁ ପଡୁଛି। ବ୍ରହ୍ମଗିରି ସଞ୍ଜୟ ଦାସବର୍ମା ବିଜେଡି ପାର୍ଥୀ ହୋଇ ମଧ୍ୟ ପରାଜିତ ହୋଇଛି  । ପୁରୀ ରୁ ମହେଶ୍ବର ମହାନ୍ତି ମଧ୍ୟ ପରାଜିତ ହୋଇଛନ୍ତି ।
ସେହିପରି ବାଙ୍କୀ – ଦେବାଶିଷ ପଟ୍ଟନାୟକ-କଂଗ୍ରେସ
ବାରିପଦା-ସରୋଜିନୀ ହେମ୍ବ୍ରମ- ବିଜେଡି
ବସ୍ତା- ରଘୁନାଥ ମହାନ୍ତି-ବିଜେପି

ଚାନ୍ଦବାଲି- ମନମୋହନ ସାମଲ-ବିଜେପି

କେନ୍ଦ୍ରାପଡ଼ା-ଗଣେଶ୍ୱର ବେହେରା-କଂଗ୍ରେସ
ପଦ୍ମପୁର-ପ୍ରଦୀପ ପୁରୋହିତ-ବିଜେପି
ସମ୍ବଲପୁର ରେ ରାସେସ୍ଵରୀ ପାଣିଗ୍ରାହୀ 
ସାଲେପୁର-ପ୍ରକାଶ ବେହେରା-ବିଜେପି
ଙ୍କୁ ପରାଜୟ ର ମୁହଁ ଦେଖିବାକୁ ମିଳିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.