ETV Bharat / state

ବିଭିନ୍ନ ଦାବି ନେଇ ରାଜଭବନ ଘେରିଲେ ଓକିଲ ସଂଘ - demands

ରାଜଭବନ ଘେରିଲା ଓକିଲ ସଂଘ । କେନ୍ଦ୍ର ବଜେଟରେ ଓକିଲଙ୍କ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ନେଇ ରାଜ୍ୟପାଳଙ୍କୁ ଦାବି ପତ୍ର ହେଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 12, 2019, 3:56 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ବର: ଭାରତୀୟ ବାର୍ କାଉସିଲର ଆହ୍ବାନ କ୍ରମେ ବଜେଟରେ ଓକିଲଙ୍କ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ଦାବି ଉଠିଛି । ଏହି ପ୍ରସଙ୍ଗରେ ରାଜ୍ୟର ସମସ୍ତ ଓକିଲ ସଂଘ ଆଜି ରାଜଭବନ ଘେରାଉ କରିଛନ୍ତି ।
undefined

ଓକିଲ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଏପରି ପନ୍ଥା ଆପଣେଇଛି ସଂଘ । ଆଜି ରାଜ୍ୟର ସମସ୍ତ ଓକିଲ ସଂଘ ରାଜଭବନ ସମ୍ମୁଖରେ ଏକତ୍ରିତ ହୋଇ ନାରାବାଜି କରିବା ସହ ରାଜ୍ୟପାଳଙ୍କୁ ସେମାନଙ୍କ ଦାବି ବାବଦରେ ଅବଗତ କରାଇଛନ୍ତି ।

ଦାବି ଗୁଡ଼ିକ ମଧ୍ୟରେ ଓକିଲ ଏବଂ ତାଙ୍କ ପରିବାର ବର୍ଗଙ୍କ ପାଇଁ ବୀମା ବ୍ୟବସ୍ଥା, ନୂତନ ଭାବେ ଯୋଗ ଦେଉଥିବା ଓକିଲଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା, ଅକାଳ ମୃତ୍ୟ ଘଟିଲେ ଓକିଲଙ୍କ ପରିବାର ବା ଅକର୍ମଣ୍ୟ ଓକିଲଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ ଏବଂ ହାଉସିଂ ସ୍କିମ ଜରିଆରେ ଓକିଲଙ୍କକୁ ଜମି ଓ ଋଣ ପ୍ରଦାନ ଆଦି ପ୍ରସଙ୍ଗ ରହିଛି ।

ତେଣୁ ଏଥିପାଇଁ କେନ୍ଦ୍ର ସରକାର ବଜେଟରେ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିବା ପାଇଁ ଦାବି କରିଛନ୍ତି ସମସ୍ତ ଓକିଲ ସଂଘ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ମଧ୍ୟ ରାଜ୍ୟପାଳଙ୍କୁ ଦେଇଛନ୍ତି ୨୦ ଜଣିଆ ପ୍ରତିନିଧି ଦଳ ।

ଭୁବନେଶ୍ବରୁ ତାପସ ପରିଡା, ଇଟିଭି ଭାରତ

ସାଇକେଲ ଆରୋହି ଙ୍କ ଉପରେ ଚଢିଗଲା କାର । ଜଣେ ମୃତ ତିନି ଗୁରୁତର , କ୍ଷତିପୂରଣ ଦାବିରେ ରାସ୍ତାରୋକ ଘଟଣାସ୍ଥଳ ରେ ଉତେଜନା I ଘଟଣା ଘଟିଛି ଅନୁଗୋଳ ଜିଲ୍ଲା 149 ନଂ ଜାତୀୟ ରାଜପଥର ପାଲଲହାଡ଼ ଉପଖଣ୍ଡ  ଖମାର ଥାନ ଜଗନ୍ନାଥ ମନ୍ଦିର ନିକଟରେ । ମୃତ ସାଇକେଲ ଆରୋହି ଜଣକ ସେହି ଗାଁ ର ଟିକନ ଖିଲାର, କାର ଟି ସାଇକେଲ କୁ ଧକା ଦେବା ଫଳରେ ଭାରସାମ୍ୟ ହରାଇ ଏକ ଘର ମଧ୍ୟକୁ ପସି ଯାଇଥିଲା ଜାହାଫଳ ରେ କାର ମଧ୍ୟ ରେ ଥିବା ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଅନୁଗୋଳ ସହର ଶିମିଳିପଡା ର ପ୍ରଦୀପ ଅଗରବାଲ ଓ ତାଙ୍କ ସ୍ତ୍ରୀ ।  ଅନ୍ୟ ଜଣେ ଗୁରୁତର ହେଲେ ସେଇ ଗାଁ ର ଗୌତମ ମନହରୀ।  ଆହତ ମନକୁ ଖମାର ଡାକ୍ତରଖାନା ରେ ଭର୍ତି କରାଯାଇଛି, ଅନ୍ୟପଟେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଙ୍କ ପକ୍ଷ ରୁ ଜାତୀୟ ରାଜପଥ 149 କୁ ଅବରୋଧ କରାଯାଇଛି, ଏବଂ ଘଟଣା ସ୍ଥଳ ରେଚାପା ଉତେଜନା ଦେଖାଦେଇଛି I

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.