ETV Bharat / state

ଏୟାରଟେଲ କମ୍ପାନୀର ନିଆରା ପ୍ରୟାସ ‘ପ୍ରକୃତି ରଥ’ - ପ୍ରକୃତି ରଥ

‘ରଥ’ ନାଁଟି ଶୁଣିଲେ ମନରେ ଆସେ କାଳିଆ ଠାକୁର । କିନ୍ତୁ ଏହି ରଥରେ ବୁଲୁଛି ମାଗଣା ଚାରା ଗଛ । ଯାହାର ନାଁ ରଖା ଯାଇଛି ‘ପ୍ରକୃତି ରଥ’ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 12, 2019, 6:50 AM IST

ଭୁବନେଶ୍ବର: ‘ରଥ’ ନାଁଟି ଶୁଣିଲେ ମନରେ ଆସେ କାଳିଆ ଠାକୁର । କିନ୍ତୁ ଏଠାରେ ଆମେ ଯେଉଁ ରଥ କଥା କହୁଛୁ ସେଥିରେ ପ୍ରଭୁ ଜଗନ୍ନାଥ ବସିନାହାନ୍ତି କି ନାହାନ୍ତି ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା । ଏହି ରଥରେ ବୁଲୁଛି ମାଗଣା ଚାରା ଗଛ । ଯାହାର ନାଁ ରଖା ଯାଇଛି ‘ପ୍ରକୃତି ରଥ’ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ରଥଟି ଘୋଷଯାତ୍ରା ଦିନ ଭୁବନେଶ୍ବରରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଥିଲା । ତେବେ ଏହି ରଥର ସବୁଠାରୁ ନିଆରା କଥା ହେଉଛି କି ଏହା ନିଜ ଯିବା ରାସ୍ତାରେ ଥିବା ଗାଁରେ ଚାରା ବାଣ୍ଟି ଥିଲା । ବାତ୍ୟା ଫନି ଦୁଇ ମାସ ତଳେ ନିଜ ତାଣ୍ଡବରେ ରାଜଧାନୀ ଓ ପୁରୀରେ ଅନେକ କ୍ଷୟକ୍ଷତି ଘଟାଇବା ସହ ଅନେକ ଗଛକୁ ନଷ୍ଟ କରି ଦେଇଥିଲା ।

ତେଣୁ ବାତ୍ୟାର କ୍ଷୟକ୍ଷତିକୁ ପୂରଣ କରିବା ପାଇଁ ଏହି ନିଆରା ଉଦ୍ୟମ ଆରମ୍ଭ କରିଛି ଏୟାରଟେଲ କମ୍ପାନୀ । କ୍ଷତିଗ୍ରସ୍ତ ଅଞ୍ଚଳରେ ପୁଣି ସବୁଜିମା ଖେଳାଇବା ପାଇଁ ଗାଁ ଗାଁ ଭିତରେ ଏହି ରଥ ପହଞ୍ଚି ଲୋକଙ୍କୁ ସଚେତନତାର ବାର୍ତ୍ତା ମଧ୍ୟ ବାଣ୍ଟିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:
ବାହୁଡା ଯାତ୍ରା ରେ ରାଜଧାନୀରେ ଜଗିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ।

ବାହୁଡା ଯାତ୍ରାରେ ରାଜଧାନୀ ରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡୀ କରାଯାଇଛି। ବିଭିନ୍ନ ଥାନା ଅଧୀନରେ ହେଉଥିବା ବାହୁଡା ଯାତ୍ରା କୁ ନେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ ଭାବରେ ଟ୍ରାଫିକ ବ୍ୟବସ୍ଥା କୁ ଗୁରୁତର ଭାବରେ ଗ୍ରହଣ କରାଯାଇଛି।

Body:

ଶୁକ୍ରବାର ଦିନ ବାହୁଡା ଯାତ୍ରା। ରାଜଧାନୀ ଭୁବନେଶ୍ୱର ଦେଇ ପୁରୀ କୁ ଅଧିକାଂଶ ଯାତ୍ରୀ ଯିବା ଆସିବା କରିବେ। ଟ୍ରାଫିକ ସମସ୍ୟା କୁ ଦୃଷ୍ଟିରେ ରଖି ଅନେକ ଛକ ସ୍ଥାନରେ ଟ୍ରାଫାକ କର୍ମଚାରୀ ମୁତୟମ କରାଯାଇଛି।
ରଥଯାତ୍ରା ଠାରୁ ସୁନା ବେଶ ଯାଏଁ ରାଜରାସ୍ତା ଜାମ ରହୁଥିବା ରୁ ଅନେକ ସ୍ଥାନରେ ପୋଲିସ ମଧ୍ୟ ମୁତୟନ କରାଯାଇଛି। ବିଶେଷ ଭାବରେ ଲିଙ୍ଗିପୁର ଛକ ଠାରୁ ଆରମ୍ଭ କରି କଳ୍ପନା ଛକ ପର୍ଯ୍ୟନ୍ତ ପ୍ରତି ଛକରେ ଟ୍ରାଫିକ ପୋଲିସ ମୁତୟନ କରିବା ସହ ଓଡିଶା ପୋଲିସ ମଧ୍ୟ ରହିବେ। ସେହିପରି ଭାବରେ ହାଇଟେକ ଛକ ଏନଏଚ-୧୬ ନିକଟରେ ଅତ୍ୟଧିକ ଟ୍ରାଫିକ ପୋଲିସ ମୁତୟନ ହେବେ। ଯାତ୍ରୀମାନଙ୍କ ପାଇଁ ସୁରକ୍ଷା ର ସହ ପୁରୀ ରୁ ଯିବା ଆସିବା କରିବା ବ୍ୟବସ୍ଥା କୁ କଡାକଡି କରାଯାଇଛି।
ଏପରିକି ରାଜଧାନୀ ଭୁବନେସସ୍ୱରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ରହିବେ।

ରଥଯାତ୍ରା ସମୟରେ ପୁରୀ ସମେତ ଭୁବନେଶ୍ୱର ରେ ଅନେକ ଯାତ୍ରୀ ହୋଟେଲ ଓ ବିଭିନ୍ନ ଗେଷ୍ଟ ହାଉସରେ ରହିଥାନ୍ତି। ତେବେ ରଥଯାତ୍ରା ସମୟରେ ରାଜଧାନୀର ବିଭିନ୍ନ ହୋଟେଲ ଗୁଡିକକୁ ତନଖି କରାଯାଇଛି। ଯେପରି କୌଣସି ପ୍ରକାରର ଆନ୍ତ୍ରଘାତିକ କାର୍ଯ୍ୟକଳାପ ନଘଟେ ସେଥିପାଇଁ ସ୍ଥାନୀୟ ଥାନା ଗୁଡିକକୁ ନିର୍ଦେଶ ଦିଆଯାଇଛି। ଏବେ ସୁଧା ବି ରାଜଧାନୀର ବିଭିନ୍ନ ହୋଟେଲ ଗୁଡିକକୁ ମଧ୍ୟ ଯାଂଚ କରାଯାଉଛି।

ରାଜଧାନୀ ରେ ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ହେଉଥିବା ବେଳେ ଚୋରି କୁ ନେଇ ମଧ୍ୟ ସାଧା ପୋଷାକ ରେ ପୋଲିସ କର୍ମଚାରୀ ମୁତୟନ ହେବେ। ଅତ୍ୟଧିକ ଲୋକମାନଙ୍କ ସମାଗମ ରେ ଯେପରି କିଛି ଅଘଟଣ ନ ଘଟେ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.