ETV Bharat / state

ବାଲିଅନ୍ତା ହତ୍ୟା ଘଟଣା, ହତ୍ୟାକାରୀର ଆତ୍ମସମର୍ପଣ

ବାଲିଅନ୍ତା ହତ୍ୟା ଘଟଣାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ଗତକାଲି ସାନଭାଇକୁ ସମସ୍ତଙ୍କ ସମ୍ମୁଖରେ ହାଣି ହତ୍ୟା କରିଥିଲା ବଡ ଭାଇ ।

author img

By

Published : Jun 9, 2019, 12:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାଲିଅନ୍ତା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାମୁନ ରାଉତରାୟ ଆତ୍ମସମର୍ପଣ କରିଛି । ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେବା ସହିତ ପଚରାଉଚୁରା ଚଳାଇଛି । ସେପଟେ, ହତ୍ୟାକାରୀ ଠାରୁ ବାଇକ ଓ କଟୁରୀ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ଭୁବନେଶ୍ବର ଉପଖଣ୍ଡ ବାଲିଅନ୍ତା ପଞ୍ଚମୁଖୀ ଆପାର୍ଟମେଣ୍ଟରେ ମାମୁନ ତାଙ୍କ ପରିବାର ସହ ରହୁଥିବା ବେଳେ ସାନ ଭାଇ ପ୍ରୀତମ ମଧ୍ୟ ରହୁଥିଲେ । ହେଲେ କିଛିଦିନ ହେବ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା । ପରେ ଏହି ମତଭେଦ ଶୁକ୍ରବାର ଗୁରୁତର ରୂପ ନେଇଥିଲା । ଫଳରେ ମାମୁନ ତାଙ୍କ ସାନଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ । କାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା ।

ତେବେ ପୋଲିସ ସିସିଟିଭି କ୍ୟାମେରା ସହ ସ୍ଥାନୀୟ ଲୋକଙ୍କ ମତାମତାକୁ ନେଇ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ବାଲିଅନ୍ତା ହତ୍ୟା ଘଟଣା , ଥାନା ରେ ହତ୍ୟାକାରୀର ଆତ୍ମ ସମର୍ପଣ 

ବାଲିଅନ୍ତା ହତ୍ୟା ଘଟଣାରେ ହତ୍ୟା କାରି ଭାଇ ମାମୁନ ରାଉତରାୟ ଥାନାରେ ଆଜି ସକାଳେ ଆତ୍ମ ସମର୍ପଣ କରିଛି। ମାମୁନା କୁ ହେପାଜତକୁ ନେଇ ବାଲିଅନ୍ତା ପୋଲିସ ର ପଚରା ଉଚରା ଜାରି। ଃହତ୍ୟାକରି ଠାରୁ ବାଇକ୍ ଓ କଟୁରୀ ଜବତ କରିଛି ବାଲିଅନ୍ତା ପୋଲିସ।

ପହାଲ୍ ଫାଣ୍ଡି ଅଧୀନରେ ଥିବା ଅଟାଲାଗଡ ଠାରେ ପ୍ରିତମ ରାଉତରାୟ ହତ୍ୟା ଘଟଣା ରେ ବାଲିଅନ୍ତା ଥାନାରେ ଆତ୍ମ ସମର୍ପଣ କରିଛି ହତ୍ୟା କାରୀ। ସିସିଟିଭି ଓ ସ୍ଥାନୀୟ ଲୋକମାନଙ୍କ ମତାମତ କୁ ଆଧାର କରି ପୋଲିସ ର ତଦନ୍ତ ଜାରି ରଖିଥିବା ବେଳେ ସକାଳ ସମୟରେ ହତ୍ୟା କରି  ଆତ୍ମ ସମର୍ପଣ କରିଛି। ଃହତ୍ୟା କରି କେହି ନୁହନ୍ତି ପ୍ରିତମର ବଡ଼ ଭାଇ ମାମୁନ୍ ରାଉତରାୟ ବୋଲି ସୂଚନା ମିଳିଛି।  
 Visual send WhatsApp

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.