ETV Bharat / state

ବାତ୍ୟା ମୁକାବିଲା, 12 ଆଇଏଏସଙ୍କୁ ଦାୟିତ୍ବ - Fani

ସମ୍ଭାବ୍ୟ ବାତ୍ୟା ଫନି ମୁକାବିଲା ପାଇଁ 12 ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଜାଣନ୍ତୁ କେଉଁ ଜିଲ୍ଲାର ଦାୟିତ୍ବ କେଉଁ ବରିଷ୍ଠ ଅଧିକାରୀଙ୍କ ହାତରେ ।

ପ୍ରତିକାତ୍ମକ ଫଟୋ
author img

By

Published : May 1, 2019, 1:10 PM IST

Updated : May 1, 2019, 2:00 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଫନି ମୁକାବିଲା ପାଇଁ 12 ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଉଚ୍ଚ ଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କୁ ଜଗତସିଂହପୁର ଦାୟିତ୍ବ ମିଳିଥିବାବେଳେ, ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପୁରୀ, କ୍ରିଷନ କୁମାରଙ୍କୁ ଖୋର୍ଦ୍ଧା, ପ୍ରଦୀପ କୁମାର ଜେନା ଓ ହେମନ୍ତକୁମାର ପାଢୀଙ୍କୁ କେନ୍ଦ୍ରାପଡ଼ା, ସଂଗ୍ରାମଜିତ ନାୟକଙ୍କୁ କଟକ ମହାନଗର ନିଗମ, ପ୍ରେମଚାନ୍ଦ ଚୌଧୁରୀ ଓ ମହମ୍ମଦ ଅବଦଲ ଅଖତାରଙ୍କୁ ବାଲେଶ୍ବର, ଅନିଲ ସାମଲଙ୍କୁ ଯାଜପୁର, ସୁରେନ୍ଦ୍ର ପାଲ ଠାକୁରଙ୍କୁ ଭଦ୍ରକ, ସଞ୍ଜୀବ ଚୋପ୍ରାଙ୍କୁ କଟକ, ମନିଷା ବାନାର୍ଜୀଙ୍କୁ ଏସଆରସି ଦପ୍ତରର ଦାୟିତ୍ବ ମିଳିଛି ।

responsibility
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହି ସମସ୍ତ ପ୍ରଶାସନିକ ଅଧିକାରୀ ଆଜି ସନ୍ଧ୍ୟା ସୁଦ୍ଧା ଦିଆଯାଇଥିବା ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
Last Updated : May 1, 2019, 2:00 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.