ETV Bharat / state

ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା: ବିଧାନସଭା ଆସନ ପାଇଁ 139 ଜଣ ପ୍ରାର୍ଥୀଙ୍କ ଆବେଦନ

ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲ ପ୍ରକ୍ରିୟାର ପ୍ରଥମ ଦିନରେ ବିଧାନସଭା ଆସନ ପାଇଁ139ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

author img

By

Published : Apr 8, 2019, 11:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲ ପ୍ରକ୍ରିୟାର ପ୍ରଥମ ଦିନରେ ବିଧାନସଭା ଆସନ ପାଇଁ139ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଚତୁର୍ଥ ପର୍ଯ୍ୟାୟରେ 42ଟି ବିଧାନସଭା ଆସନ ପାଇଁ ସର୍ବମୋଟ 207 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି ।

ସେହିପରି ଲୋକସଭା ଆସନ ପାଇଁ ସର୍ବମୋଟ 32ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ମୁମ୍ବାଇ: ବଲିଉଡ ଖିଲାଡୀ ଅକ୍ଷୟ କୁମାର ଓ କରିନା କପୁର ଖାନ ଖୁବଶିଘ୍ର ଗୁଡନ୍ୟୁଜ ଦେବାକୁ ଯାଉଛନ୍ତି। ଫିଲ୍ମଟି ଦେଖିବାକୁ ଅପେକ୍ଷା କରିଥିବା ଫ୍ୟାନ୍ସମାନଙ୍କୁ ଅକ୍ଷୟ ଏହାର ସୁଟିଂ ସରିଛି ବୋଲି କହିବାକୁ ଆପଣେଇଛନ୍ତି ଗୋଟିଏ ନୂଆ ଉପାୟ। ଯାହାର ଭିଡିଓ ଦେଖି ଦର୍ଶକ ହସିହସି ବେଦମ।

ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟା କରିଛନ୍ତି, ଯେଉଁଥିରେ ଅଭିନେତା ଦିଲଜୀତ ଦୋସଞ୍ଜ ପାଟି ଦ୍ବାରା ରହିରହି ଆମ୍ବୁଲାନ୍ସ ସାଇରନର ଆବାଜ ବାହାର କରୁଛନ୍ତି। ଆଉ ତାଙ୍କ ସହ ଟିକେପରେ ମିଶିଛନ୍ତି ଅକ୍ଷୟ ଆଉ ଆରମ୍ଭ କରିଛନ୍ତି ସାଇରନ ବଜାଇବା। ଅକ୍ଷୟଙ୍କ ପରେ ସେମାନଙ୍କୁ ଆସି ଯୋଗ ଦେଇଛନ୍ତି ଅଭିନେତ୍ରୀ କରିନା କପୁର ଖାନ ଓ କିୟାରା ଆଡଭାଣୀ।

ତେବେ ଏହି ଭିଡିଓଟି ବେଶ ମଜାଦାର ଥିବାବେଳେ ଶୀର୍ଷରେ ଫିଲ୍ମର ସୁଟିଂ ସରିବା ଓ ଏହାର ରିଲିଜ ଡେଟ ବିଷୟରେ ମଧ୍ୟ ଜାଣିବାକୁ ପାଇଛନ୍ତି ଦର୍ଶକ। ଭିଡିଓଟି ଗୁଜନ୍ୟୁଜ ଆସିବା ପାଇଁ ଆମ୍ବୁଲାନ୍ସ ସାଇରନ ବାଜୁଥିବାବେଳେ କିଛି ପ୍ରଶଂସକଙ୍କୁ ଅକ୍ଷୟଙ୍କ ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀ କଥା ମଧ୍ୟ ମନେପଡିଯାଇଛି କାରଣ ଫିଲ୍ମରେ ଅକ୍କୀ ଜଣେ ପୋଲିସ ଅଫିସରଙ୍କ ଭୂମିକାରେ ନଜର ଆସିବେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.