ETV Bharat / state

ରେଳ ପୋଇ ତଳେ ପୁଶିଙ୍ଗ ବ୍ରିଜ କରିବା ଦାବିର େ ପାଞ୍ଚଟି ଗାଁ ର ଲୋକଙ୍କ ଆନ୍ ଦୋଳନ ( Visual & Bytes are sent by FTP) - cricket

ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ହୋଇଥିବା ଫ୍ରେଣ୍ଡସିପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବ୍ୟୁରୋକ୍ରାଟ ଏକାଦଶକୁ ହରାଇ ମିଡିଆ ଏକାଦଶ ବିଜୟ ଲାଭ କରିଛ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 10, 2019, 7:41 AM IST

ଭୁବନେଶ୍ବର: ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବ୍ୟୁରୋକ୍ରାଟ ଏକାଦଶକୁ 3 ରନରେ ମାତ୍ ଦେଇଛି ମିଡିଆ ଏକାଦଶ । ଏଥି ସହିତ ଦ୍ବାଦଶ ଟାଟାଷ୍ଟିଲ ଫ୍ରେଣ୍ଡସିପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜୟୀ ମୁକଟ ପିନ୍ଧିଛି ଦଳ ।

ଦ୍ଵାଦଶ ବର୍ଷରେ ପଦାର୍ପଣ କରିଥିବା ଏହି ପ୍ରତିଯୋଗିତା ଟାଟା ଷ୍ଟିଲ ପକ୍ଷରୁ ସ୍ଥାନୀୟ ବାଣୀ ବିହାର ବିଜୁ ପଟ୍ଟନାୟକ ସ୍ପୋର୍ଟ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିଲା । ପ୍ରଥମ ମ୍ୟାଚ ଲିଡ଼ର ଏକାଦଶ ଓ ବ୍ୟୁରୋକ୍ରାଟ ଏକାଦଶ ମଧ୍ୟରେ ଖେଳା ଯାଇଥିଲା । ଯେଉଁଥିରେ ଲିଡ଼ର ଏକାଦଶ 1 ରନରେ ପରାଜିତ ହୋଇଥିଲା । ସେହିପରି 2ୟ ମ୍ୟାଚ୍‌ ମିଡିଆ ଏକାଦଶ ଓ ଟାଟାଷ୍ଟିଲ ଏକାଦଶ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ମିଡିଆ ଏକାଦଶ ବିଜୟ ଲାଭ କରିଥିଲା ।

ପରେ ଦୁଇ ବିଜୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଯାହାକି ବହୁତ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରହିଥିଲା । ମିଡିଆ ଏକାଦଶ ପ୍ରଥମେ ବ୍ୟାଟିଂ କରି 6 ୱିକେଟ ହରାଇ 61 ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ବ୍ୟୁରୋକ୍ରାଟ ଏକାଦଶ 59 ରନ କରିବାକୁ ସକ୍ଷମ ହୋଇ ପାରିଥିଲା ।

ଶେଷରେ ଅତିଥିମାନେ ମିଡିଆ ଏକାଦଶକୁ ଚାମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । ମନୋଜ ବିଶ୍ବାଳଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିବା ବେଳେ ଜଗଦୀଶ ଦାସଙ୍କୁ ମ୍ୟାନ ଅଫ ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମିକାନ୍ତ ଦାସ, ଇଟିଭି ଭାରତ

undefined

Slug :OD_KPT_Agitation Rail Bridge _Santakar_8-2-19
ରେଳ ପୋଇ ତଳେ ପୁଶିଙ୍ଗ ବ୍ରିଜ କରିବା ଦାବିରେ ବଡସୁକୁ ପଂଚାୟତର  ପାଞ୍ଚଟି ଗାଁର ଲୋକ ଆଜି ତିଆଡିପୁଟ ଠାରେ  ଆନ୍ଦୋଳନ କରିଥିଲେ । ଗତକାଲି ଏହି ଆନ୍ଦୋଳନ ରେ ଯୋଗଦେଇଥିବା ଗ୍ରାମବାସୀ ତିଆଡିପୁଟ ଠାରେ ରେଳରୋକ କରିବା ପାଇଁ ଯୋଜନା କରିଥିବା ଏହି ଆନ୍ଦୋଳନର ଆବାହକ ତଥା ମାଲକାନଗିରି ର ପୂର୍ବତନ ବିଧାୟକ ନିମାଇଁ ଚରଣ ସରକାର ସୂଚନା ଦେଇଛନ୍ତି । କିନ୍ତୁ କୋରାପୁଟ ଜିଲ୍ଲା ପ୍ରଶାସନ ତୁରନ୍ତ ଆଲୋଚନାକୁ ଓଲ୍ହାଇ ଆସିଥିବା ଯୋଗୁଁ ଆଜି ଲୋକେ ରେଳ ପୋଇ ପାଖରେ କେବଳ ନିଜ ଦାବିକୁ ଦୋହରାଇ ଆନ୍ଦୋଳନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ସହକାରୀ ଜିଲ୍ଲାପାଳ ଆଲୋକ ଅନୁଗୁଳିଆ ଲୋକଙ୍କ ସହ କଥାବାର୍ତା କରି ସେମାନଙ୍କ ଦାବି ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା ଚାଲିବା ସମୟରେ ରେଳବାଇ ର ବରିଷ୍ଠ ଅଧିକାରୀଙ୍କ ସହ ଶତାଧିକ ରେଳବାଇ ପୋଲିସ ଓ କୋରପୁଟ ଜିଲ୍ଲା ପୋଲିସ ଉପସ୍ଥିତ ରହିଥିଲେ ।
Byte : Nimai Charan Sarakar , Convenor of the strike
Byte : Alok Anugulia , Assistant Collector , Koraput
.......
ଶାନ୍ତାକାର
କୋରାପୁଟ
.........

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.