ETV Bharat / state

ନିଯୁକ୍ତି ଓ ବେକାରୀ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ - ଯୁବ କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମାଲୋଚନା

ନିଯୁକ୍ତି ଓ ବେକାରୀ ସମସ୍ୟାକୁ ନେଇ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାିଛି । ଅଧିକ ପଢନ୍ତୁ...

youth congress press meet about unemployment
ନିଯୁକ୍ତି ଓ ବେକାରୀ ସମସ୍ୟାକୁ ନେଇ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ
author img

By

Published : Mar 1, 2020, 6:14 AM IST

ବୌଦ୍ଧ: ନିଯୁକ୍ତି ଓ ବେକାରୀ ସମସ୍ୟାକୁ ନେଇ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ଯୁବ କଂଗ୍ରେସ । ନିଯୁକ୍ତି ମେଳା ନାରେ ଯୁବକ ଯୁବତୀଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ କରିଛନ୍ତି । "ୟଙ୍ଗ ଇଣ୍ଡିଆ କି ବୋଲ" ମାଧ୍ୟମରେ ଯୁବଗୋଷ୍ଠୀଙ୍କ ନିକଟରେ ପହଞ୍ଚିବ ଭାରତୀୟ ଯୁବ କଂଗ୍ରେସ ।

ନିଯୁକ୍ତି ଓ ବେକାରୀ ସମସ୍ୟାକୁ ନେଇ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ଶନିବାର ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା ସଂଯୋଜକ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି । ବିଶେଷ ଭାବରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ । ଯୁବ ଭାରତୀୟଙ୍କ ଭାଷାକୁ ମାଧ୍ୟମ କରି ଯୁବ କଂଗ୍ରେସ ଉଭୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ନିଯୁକ୍ତି ନଚେତ ବେକାରୀ ଭତ୍ତା ପ୍ରଦାନ କରିବାକୁ ଦାବି କରିବ ବୋଲି ସୂଚନା ମିଳିଛି ।

ନିଯୁକ୍ତି ମେଳା ନାରେ ସରକାରୀ "ଦାଦନ ସରକାର" ସୃଷ୍ଟି କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଥିଲେ । "ୟଙ୍ଗ ଇଣ୍ଡିଆ କି ବୋଲ" ମାଧ୍ୟମରେ ଯୁବବର୍ଗଙ୍କ ନିକଟରେ ପହଞ୍ଚିବ ଭାରତୀୟ ଯୁବ କଂଗ୍ରେସ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.