ETV Bharat / state

ବିଦ୍ୟୁତ ଆଘାତରେ ଦୁଇ ମହିଳା ମୃତ - ବିଦ୍ୟୁତ ଆଘାତରେ ଦୁଇ ମହିଳା ମୃତ

ଦଶହରାରେ ଅଘଟଣ । ବିଦ୍ୟୁତ ଆଘାତରେ ଖୋର୍ଦ୍ଧା ବାଣପୁର ଥାନା ତେନ୍ତୁଳିଡିହ ଗ୍ରାମରେ ମହିଳା ମୃତ ।

ବିଦ୍ୟୁତ ଆଘାତରେ ଦୁଇ ମହିଳା ମୃତ
author img

By

Published : Oct 8, 2019, 3:16 PM IST

ଖୋର୍ଦ୍ଧା: ଦଶହରାରେ ଅଘଟଣ । ସାରା ରାଜ୍ୟରେ ଦଶହରାକୁ ଧୁମଧାମ୍‌ରେ ପାଳନ କରୁଥିବା ବେଳେ ଖୋର୍ଦ୍ଧା ବାଣପୁର ଥାନା ତେନ୍ତୁଳିଡିହ ଗ୍ରାମରେ ଖେଳି ଯାଇଛି ଶୋକର ଛାୟା ।

ବିଦ୍ୟୁତ ଆଘାତରେ ଦୁଇ ମହିଳା ମୃତ

ଉକ୍ତ ଗ୍ରାମର ଘନଶ୍ୟାମ ମହାପାତ୍ରଙ୍କ ଘରକୁ ଗ୍ରୀଲ ମଧ୍ୟ ଦେଇ ବିଦ୍ୟୁତ ତାର ସଂଯୋଗ ହୋଇଥିବା ବେଳେ ତାହା କୌଣସି କାରଣରୁ ଚାର୍ଜ ହୋଇଯାଇଥିଲା । ଏହି ସମୟରେ ଘନଶ୍ୟାମଙ୍କ ମା' ବିଦୁଲତା ଗ୍ରୀଲକୁ ଖୋଲିବା ସମୟରେ ତାଙ୍କୁ କରେଣ୍ଟ ଲାଗିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କର ଏପରି ଅବସ୍ଥା ଦେଖି ପଡୋଶୀ ମମତା ମହାପାତ୍ର ତାଙ୍କୁ ଛୁଇଁ ଦେଇଥିଲେ ଏବଂ ସେହିଠାରେ ହିଁ ସେ ମଧ୍ୟ ଟଳି ପଡିଲେ ।

ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବିଦ୍ୟୁତ ଆଘାତଲାଗି ଦୁଇ ମୃତ

Body:ଖୋର୍ଦ୍ଧା : ସାରା ରାଜ୍ୟ ଦଶହରାକୁ ଧୁମଧାମରେ ପାଳନ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତେନ୍ତୁଳିଡିହ ଗ୍ରାମରେ ଖେଳି ଯାଇଛି ଶୋକର ଛାୟା । ଉକ୍ତ ଗ୍ରାମର ଘନଶ୍ୟାମ ମହାପାତ୍ରଙ୍କ ଘରକୁ ଗ୍ରୀଲ ମଧ୍ୟ ଦେଇ ବିଦ୍ୟୁତ ସଂଯୋଗ ତାର ଯାଇଥିବା ବେଳେ ଆଜି ତାହା କୌଣସି କାରଣରୁ ଚାର୍ଜ ହୋଇଯାଇଥିଲା । ଏହି ସମୟରେ ଘନଶ୍ୟାମଙ୍କ ମା ବିଦୁଲତା ଗ୍ରୀଲକୁ ଖୋଲିବା ସମୟରେ ତାଙ୍କୁ କରେଣ୍ଟ ଲାଗିଥିଲା ଏବଂ ସେ ସେଇଠି ଠିଆହୋଇ ରହିଥିଲେ । ତାଙ୍କୁ ଏମିତି ଠିଆହୋଇଥିବା ଦେଖି ପଡୋଶୀ ମମତା ମହାପାତ୍ର ତାଙ୍କୁ ଛୁଇଁ ଦେଇଥିଲେ ଏବଂ ସେହିଠାରେ ହିଁ ସେ ଟଳି ପଡିଲେ । ସଂଗେ ସଂଗେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.