ETV Bharat / state

Vote Counting: ଭୋଟ ଗଣନା କେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

author img

By

Published : Feb 27, 2022, 11:19 AM IST

ଜିଲ୍ଲାରେ ଜାରି ରହିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା । ଅଧିକ ପଢ଼ନ୍ତୁ

vote counting for panchayat election in boudh
Vote counting: ଭୋଟ ଗଣନା କେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ବୌଦ୍ଧ: ଜିଲ୍ଲାରେ ଜାରି ରହିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା। ଶନିବାର ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ତିନୋଟି ଜୋନର ଭୋଟ ଗଣତି କାର୍ଯ୍ୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିଥିଲା । ଭୋଟ ଗଣତି କେନ୍ଦ୍ରରେ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

କଣ୍ଟାମାଳ ବ୍ଲକର ଏକ ନମ୍ବର ଜୋନ, ବୌଦ୍ଧ ବ୍ଲକର ଚାରି ନମ୍ବର ଜୋନ ଓ ହରଭଙ୍ଗା ବ୍ଲକର ସାତ ନମ୍ବର ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣତି ହୋଇଥିଲା । ରାତି 11 ଟା ପର୍ଯ୍ୟନ୍ତ ଦଶ ରାଉଣ୍ଡ ଭୋଟ ଗଣତି ଓ 1ନଂ ଓ 7ନଂ ଜୋନରେ ବିଜେଡି ଆଗୁଆ ରହିଥିବା ବେଳେ 4ନଂ ଜୋନରେ ବିଜେପି ଏକଚାଟିଆ ଭାବରେ ଆଗୁଆ ରହିଛି। ଭୋଟ ଗଣତି କାର୍ଯ୍ୟରେ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି। ଏଥିସହ ଭୋଟ ଗଣତି କେନ୍ଦ୍ରରେ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ସ୍ଥିତି ପରଖିଥିଲେ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.