ETV Bharat / state

ଉତ୍କଳ ଦିବସକୁ କଳା ଦିବସ ରୂପେ ପାଳନ କଲା କୋଶଳ ରାଜ୍ୟ ସମନ୍ବୟ ସମିତି

ବୌଦ୍ଧ ଜିଲ୍ଲାକୁ ପଶ୍ଚିମ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗଣାଯାଇଥାଏ । ତେଣୁ କୋଶଳ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଉତ୍କଳ ଦିବସକୁ ବର୍ଜନ କରିବା ସହ କଳା ଦିବସ ରୂପେ ପାଳନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Apr 1, 2019, 11:53 PM IST

ବୌଦ୍ଧ: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ 1 ତାରିଖରେ ଓଡିଶା ସ୍ବତନ୍ତ୍ରପ୍ରଦେଶର ମାନ୍ୟତା ପାଇଥିଲା । ତେଣୁ ଆଜିର ଦିନକୁ ଖୁସି ଏବଂ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ଏହି ଅବସରରେ ବୌଦ୍ଧ ଜିଲ୍ଲାରେ ମଧ୍ୟପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା ଏହି ଦିନଟିକୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

କିନ୍ତୁ ବୌଦ୍ଧ ଜିଲ୍ଲାକୁ ପଶ୍ଚିମ ଓଡ଼ିଶାର ଅବିଚ୍ଛେଦ୍ୟଅଙ୍ଗ ଭାବରେ ଗଣାଯାଇଥାଏ । ତେଣୁ କୋଶଳ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଉତ୍କଳ ଦିବସକୁ ବର୍ଜନ କରିବା ସହ କଳା ଦିବସ ରୂପେ ପାଳନ କରାଯାଇଛି ।

ସୋମବାର ବାଉଁଶୁଣୀଛକଠାରେ କୋଶଳ ରାଜ୍ୟ ଆନ୍ଦୋଳନର ଜିଲ୍ଲା ଆବାହକ ସୁବେଦାର ଲଳିତ ମୋହନ ସାହୁଙ୍କ ନେତୃତ୍ୱରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ପଶ୍ଚିମାଞ୍ଚଳକୁ କେତେକ ସର୍ତ୍ତରେ ମିଶ୍ରଣ କରିଥିଲେ ମଧ୍ୟ ବୌଦ୍ଧ ଜିଲ୍ଲା ପ୍ରତି ସରକାର ଅବହେଳା କରୁଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପଶ୍ଚିମ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ ବୌଦ୍ଧ ଜିଲ୍ଲା ।ଅପ୍ରେଲ ପହିଲା ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହୋଇଥିବା ଯୋଗୁଁ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିରାଡମ୍ବର।ଭାବରେ ହେଲେ ମଧ୍ୟ ଦିବସକୁ ପାଳନ କରାଯାଇଥିଲା। କିନ୍ତୁ କୋଶଳ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଉତ୍କଳ ଦିବସ କୁ ବର୍ଜନ ସହ କଳା ଦିବସ ରୂପେ ପାଳନ କରାଯାଇଛି ।

Body:ସୋମବାର ବାଉଁଶୁଣୀ ଛକ ଠାରେକୋଶଳ ରାଜ୍ୟ ଆନ୍ଦୋଳନ ର ଜିଲ୍ଲା ଆବାହକ ସୁବେଦାର ଲଳିତ ମୋହନ ସାହୁଙ୍କ ନେତୃତ୍ୱରେ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନସମୟରେ ପଶ୍ଚିମାଞ୍ଚଳକୁ କେତେକ ସର୍ତ୍ତ ରେ ମିଶ୍ରଣ କରିଥିଲେ ମଧ୍ୟ ଅଦ୍ୟାବଧି ବୌଦ୍ଧ ଭଳି ପଶ୍ଚିମାଞ୍ଚଳର ଅନ୍ୟ ଜିଲ୍ଲା ଗୁଡିକୁ ସରକାର ଅବହେଳା କରୁଥିବା ଅଭିଯୋଗ ହୋଇଛି । କୋଶଳ ରାଜ୍ୟ ଆନ୍ଦୋଳନକାରୀ ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ଆନ୍ଦୋଳନ ଜାରି ରଖିଛନ୍ତି।

Conclusion:ବାଇଟ-୧-ଲଳିତ ମୋହନ ସାହୁ, କୋଶଳ ରାଜ୍ୟ ଜିଲ୍ଲା ଆବାହକ,
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.