ETV Bharat / state

ଅଦିନିଆ ବର୍ଷା, ଚିନ୍ତାରେ ବୌଦ୍ଧ ଚାଷୀ

ଅଦିନିଆ ବର୍ଷାରେ ଭିଜୁଛି ସାରା ବୌଦ୍ଧ ଜିଲ୍ଲା । ବର୍ଷା ଯୋଗୁଁ ମଣ୍ଡିରେ ଧାନ ଭିଜି ଗଜା ହେବାକୁ ବସିଥିବା ବେଳେ ପନିପରିବା ଓ ରବି ଚାଷ ମଧ୍ୟ ନଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ....

farmers problem
ଚିନ୍ତାରେ ବୌଦ୍ଧ ଚାଷୀ
author img

By

Published : Feb 25, 2020, 1:46 PM IST

ବୌଦ୍ଧ: ଅଦିନିଆ ବର୍ଷାରେ ଭିଜୁଛି ସାରା ବୌଦ୍ଧ ଜିଲ୍ଲା । ବର୍ଷା ଯୋଗୁଁ ମଣ୍ଡିରେ ଧାନ ଭିଜି ଗଜା ହେବାକୁ ବସିଥିବା ବେଳେ ପନିପରିବା ଓ ରବିଚାଷ ମଧ୍ୟ ନଷ୍ଟ ହୋଇଯାଇଛି । ଦୀର୍ଘ ୪୮ ଘଣ୍ଟା ଧରି ବର୍ଷା ଲାଗିରହିଥିବା ବେଳେ ଚିନ୍ତାରେ ପଡିଛନ୍ତି ଚାଷୀକୂଳ ।

ଚିନ୍ତାରେ ବୌଦ୍ଧ ଚାଷୀ

ବିଶେଷ ଭାବରେ ଜିଲ୍ଲାର ସିମିଳିପଦର, କଣ୍ଟାମାଳ, ଶୁଣ୍ଢିପଦର, ବିଳାସପୁର, ବାଉଁଶୁଣୀ, ବହିରା,ମୁଣ୍ଡିପଦର, ବାମଣ୍ଡା ଭଳି ସମବାୟ ସମିତିର ମଣ୍ଡିରେ ପଡିରହିଥିବା ଧାନ ଭିଜି ଯାଇଥିବା ସୂଚନା ମିଳିଛି । ତେବେ ଆଗକୁ ଆଉ ଯଦି ବର୍ଷା ଲାଗି ରହେ ତେବେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ସମ୍ଭାବନା ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.