ETV Bharat / state

ଜନୌଷଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ପ୍ରଭାବିତ ଏଏନଏମ ଛାତ୍ରୀ

author img

By

Published : Mar 7, 2021, 3:07 PM IST

ଗରିବ ପରିବାରର ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇଛି ଜନୌଷଧି ଯୋଜନା । ଆଜି ଜନୌଷଧି ସପ୍ତାହର ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଏଏନଏମ ଛାତ୍ରୀଙ୍କୁ ବେଶ ପ୍ରଭାବିତ କରିଥିଲା । ଅଧିକ ପଢନ୍ତୁ...

ଜନୌଷଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ପ୍ରଭାବିତ ଏଏନଏମ ଛାତ୍ରୀ
ଜନୌଷଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ପ୍ରଭାବିତ ଏଏନଏମ ଛାତ୍ରୀ

ବୌଦ୍ଧ: ଗରିବ ପରିବାରର ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇଛି ଜନୌଷଧି ଯୋଜନା । ଆଜି ଜନୌଷଧି ସପ୍ତାହର ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଏଏନଏମ ଛାତ୍ରୀଙ୍କୁ ବେଶ ପ୍ରଭାବିତ କରିଥିଲା । ତେବେ ସରକାରଙ୍କ ଏହି ଜନୌଷଧି ଯୋଜନା କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାରେ ସହାୟକ ହୋଇ ପାରିଛି । ଆଜି ଜନୌଷଧି ସପ୍ତାହର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ସମ୍ବୋଧନ କରିଥିଲେ ।

ବୌଦ୍ଧ ଠାରେ ଜନୌଷଧି କେନ୍ଦ୍ର ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଏଏନଏମ ଅଧ୍ୟକ୍ଷା ଯୋଗ ଦେଇ କୋରୋନା ସମୟରେ ଏହି ଜନୌଷଧି ଯୋଗୁଁ ଅନେକ ସାଧାରଣ ଲୋକ ବିଶେଷ ଉପକାର ପାଇଥିବା କହିଥିଲେ । ବୌଦ୍ଧ ସ୍ଥିତ ଜନୌଷଧିର ବହୁଳ ବ୍ୟବହାର ଧିରେ ଧିରେ ଆରମ୍ଭ ହୋଇଥିବାରୁ ଏନେଇ ଜନୌଷଧିର ଲୋକପ୍ରିୟତା ପ୍ରମାଣିତ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.